ଦ୍ୱାରଶୁଣି ଘାଟି ରାସ୍ତାରେ ଖସିଲା ପଥର ଅତଡା, ଯାତାୟତ ବାଧାପ୍ରାପ୍ତ

ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲାରେ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଆଜି କିଛି ପରିମାଣରେ ପଥର ମାଟି ଅତଡା ଖସି ପଡିଛି । ବାଙ୍ଗିରିପୋଷି ଘାଟିରେ ପ୍ରଥମ ଥର ଏଭଳି ଘଟଣା ଦେଖିବାକୁ ମିଳିଛି।…
Read More...

ଜମନକିରାରେ ବାଛୁରୀକୁ ଶିକାର କଲା ବାଘ!

ସମ୍ବଲପୁର : ସମ୍ବଲପୁର ଜମନକିରା ଫରେଷ୍ଟ ରେଞ୍ଜ ଗୋଏଲଦୁମା ଜଙ୍ଗଲ ଚଟେନଘାଟ ଠାରେ ବାଘ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଘ ଏକ ବାଛୁରୀକୁ ଶିକାର କରି ଖାଇଥିବା ଜଣାପଡିଛି । ଶନିବାର ସକାଳୁ ଜଙ୍ଗଲରେ…
Read More...

ଆଠଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୬୮୮ ମାମଲା ଫଇସଲା

ଆଠଗଡ : ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର ବିଚାର ବିଭାଗୀୟ ଅଦାଲତ ସମେତ ଉପଜିଲ୍ଲାପାଳ ଓ ତହସିଲ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାର ବିଭାଗୀୟ ଅଦାଲତରେ ଆଇନ ସେବା…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

୧୫.୯.୨୦୨୪ ରିଖ ରବିବାର ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ତିଥି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ.. ମଧ୍ୟାହ୍ନଧୂପ ଚ୍ଛେକ ଆସିବା ପରେ ପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୮.୦୦ ଟିକା…
Read More...

ବଦଳିଲା ମୋ ସ୍କୁଲ୍‌ ଅଭିଯାନ ନାଁ

ଭୁବନେଶ୍ୱର : ବଦଳିଲା ମୋ ସ୍କୁଲ୍‌ ଅଭିଯାନ ନାଁ । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ’ ଅଭିଯାନର ନାଁ ଗଣଶିକ୍ଷା ବିଭାଗ ପକ୍ଷରୁ ବଦଳିଛି । ଏହି ନାଁ ବଦଳି ନୂଆ ନାଁ ‘ପଞ୍ଚଶଖା ଶିକ୍ଷା ସେତୁ’ ଅଭିଯାନ…
Read More...

ବୈଜ୍ଞାନିକଙ୍କ ଘରେ କଳା କନା ବୁଲାଇ ଲୁଟି ନେଲେ ୫୦ ଭରି ସୁନା..

ଭୁବନେଶ୍ୱର : ବୈଜ୍ଞାନିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଚନ୍ଦକା ଥାନା ଆକ୍ରୋପଲିସ ଆପାର୍ଟମେଣ୍ଟରୁ ଲୁଟି ନେଲେ ଦୁର୍ବୃତ୍ତ । ପ୍ରାୟ ୫୦ ଭରି ସୁନା ଲୁଟି ନେଇଛନ୍ତି । ବୈଜ୍ଞାନିକ ବିଦେଶ ଗସ୍ତରେ ବାହାରେ ଥିବା…
Read More...

‘ସୁଭଦ୍ରା’ଯୋଜନା ; ଜଣଙ୍କ ପିଛା ଶହେ ଟଙ୍କା ମାଗି ଅଭିଯୁକ୍ତ ଗିରଫ

ଟିଟିଲାଗଡ଼: ‘ସୁଭଦ୍ରା’ ଯୋଜନାକୁ ନେଇ ଅନେକ ସ୍ଥାନରେ ଟଙ୍କା ଆଦାୟ କରାଯାଉଛି। ଏହାକୁ ନେଇ ଦୈନିକ ଖବର କାଗଜ ‘ସମାଜ’ରେ ଖବର ପ୍ରକାଶନ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମନିଗାଁର…
Read More...

ଭିଡିଓରେ ଦେଖନ୍ତୁ; କେମିତି ଜଙ୍ଗଲର ରାଜାକୁ ଧୂଳି ଚଟାଇଲା ଜିରାଫ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ସାମ୍ନାକୁ ଆସିଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟଚକିତ କରିଥାଏ । କିଛି ଭିଡିଓକୁ ଦେଖିଲେ ସହଜରେ ବିଶ୍ୱାସ କରି ହୁଏ ନାହିଁ । ଭିଡିଓକୁ ଦେଖି ଆପଣଙ୍କ…
Read More...

ଜାଣନ୍ତୁ; ପିଲାଟି ଗଣେଶ ପୂଜା ପାଇଁ ଛୁଟି ପତ୍ରରେ ଲେଖିଲା ଏମିତି..

ନୂଆଦିଲ୍ଲୀ : ସ୍କୁଲରୁ ଛୁଟି ନେବା ପାଇଁ ଅନେକ ସମୟରେ ଛାତ୍ରଛାତ୍ରୀ ଖୁବ୍‌ ଆଶ୍ଚର୍ଯ୍ୟଜନକ ବାହାନା କରି ଥାଆନ୍ତି । ଯାହାକୁ ଶୁଣି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବିଶ୍ୱାସ କରନ୍ତି ନାହିଁ । ସୋସିଆଲ ମିଡିଆରେ ଏହାର…
Read More...

ବାଇକ୍ ଚୋରକୁ କାବୁ କରି ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ଗୁଣପୁର :ବାଇକ୍ ଚୋରି କରି ଦୁଇ ଜଣ ଯୁବକ ଚମ୍ପଟ ମାରୁଥିବା ବେଳେ କାବୁ କଲେ ଗୁମୁଡା ଗ୍ରାମର ସ୍ଥାନୀୟ ଲୋକେ। ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଲଛମନଗୁଡା ଗ୍ରାମର ଲକ୍ଷ୍ମୀକାନ୍ତ ଶବର କୁଜେନ୍ଦ୍ରୀ ଗ୍ରାମ ନିକଟରେ ଚାଷ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

୧୫.୯.୨୦୨୪ ରିଖ ରବିବାର ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ତିଥି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ.. ମଧ୍ୟାହ୍ନଧୂପ ଚ୍ଛେକ ଆସିବା ପରେ ପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୮.୦୦ ଟିକା…
Read More...

୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

ସେପ୍ଟେମ୍ବର ମାସରେ ଚନ୍ଦ୍ରମା ଓ ଗୁରୁ ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହେଉଛି । ଗୁରୁ ବୃହସ୍ପତି ଏହି ସମୟରେ ବୃଷ ରାଶିରେ ରହିଛନ୍ତି । ସେହିପରି ଚନ୍ଦ୍ରମା ବୃଷ ରାଶିରେ ୨୨ ସେପ୍ଟେମ୍ବରରେ ସକାଳ ୬ଟା ୯…
Read More...

ଭିଡିଓରେ ଦେଖନ୍ତୁ ; ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡା : ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର। ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗଜରାଜପୁର ଗାଁର ଧରଣୀ ବରାଳଙ୍କ ପୋଖରୀରେ କୁମ୍ଭୀର ରହୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ପୂର୍ବରୁ ଖବର ଦେଇଥିଲେ।। ମାତ୍ର…
Read More...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଭୀମାପଡା ଗ୍ରାମରେ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର ହୋଇଛି। ମୃତକ ଜଣକ ବନମାଳୀ ମୁଣ୍ଡା । ସେ ଗତକାଲି ଠାରୁ ନିଖୋଜ ରହିଥିଲେ। ପରିବାର ଲୋକେ ବିଭିନ୍ନ…
Read More...

ଜମ୍ମୁ-କାଶ୍ମୀର; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ, କିସ୍ତଓ୍ବାରରେ ୨ ଯବାନ ଶହୀଦ୍‌..

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ୨ଟି ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ବାରାମୂଳାର ଚକ ଟପ୍ପର କ୍ରେରି ପଟ୍ଟନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩…
Read More...

କଟକରେ ଅଘଟଣ ; ମାଆର ଗଳାକାଟି ହତ୍ୟା କଲା ସଇତାନ ପୁଅ

କଟକ : କଟକ ମହାନଦୀବିହାର ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନିଜ ଜନ୍ମ କଲା ମାଆକୁ ହତ୍ୟା କଲା ସଇତାନ ପୁଅ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ…
Read More...

ରାଜଧାନୀରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଓମଫେଡ୍‌ ଭେଣ୍ଡିଂ ମେସିନ୍‌

ଭୁବନେଶ୍ୱର : ରାଜଧାନୀରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଓମଫେଡ୍‌ ଭେଣ୍ଡିଂ ମେସିନ୍‌ । ଏନେଇ ଶୁକ୍ରବାର ଓମଫେଡ୍‌ ଏମଡି ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେସିନ୍‌…
Read More...

ଗଣେଶ ମୂର୍ତ୍ତି ଭସାଣ ବେଳେ ବୁଡିଯିବା ଘଟଣା; ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର..

ବାରିପଦା : ଗଣେଶ ମୂର୍ତ୍ତି ଭସାଣ ବେଳେ ଶୁକ୍ରବାର ୪ ଜଣ ଛାତ୍ର ବୁଡିଯିବା ଘଟଣାରେ ମିଳିଲା ୨ ନିଖୋଜ ଛାତ୍ରଙ୍କ ମୃତଦେହ। ଅନ୍ୟ ୨ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଦୀର୍ଘ ସମୟ ଖୋଜାଖୋଜି ପରେ ନିଖୋଜ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ.. ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କଲେ ଅବକାରୀ କମିଶନର.. ତୀବ୍ର ବିରୋଧ ପରେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର.. ସାମାଜିକ, ଧାର୍ମିକ, ସାଂସ୍କୃତିକ…
Read More...

ଭିଡିଓରେ ଦେଖନ୍ତୁ ଛାତିଥରା ଦୃଶ୍ୟ ; ବୃଦ୍ଧଙ୍କୁ ଉଠାଇ କଚାଡି ଦେଲା ଷଣ୍ଢ..

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି । ଭିଡିଓରେ ଜଣେ ବୃଦ୍ଧଙ୍କୁ ହଠାତ୍‌ ଏକ ଷଣ୍ଢ ଆକ୍ରମଣ କରୁଛି । ଭିଡିଓ ଦେଖି ଲୋକେ ଭୟଭୀତ ସହ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ।…
Read More...

ରାଜଧାନୀରେ ଚାଞ୍ଚଲ୍ୟ; ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଫେରାର୍‌..

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଶୁକ୍ରବାର ସାମ୍ନାକୁ ଆସିଛି। ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖଣ୍ଡଗିରି ଥାନା ଅଧୀନରେ…
Read More...

କଟକରେ ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପିସିଆର୍‌

କଟକ : କଟକ ବିଜୁ ପଟ୍ଟନାୟକ ଛକ ନିକଟରେ ଶୁକ୍ରବାର ୨ ଜଣଙ୍କୁ ଧକ୍କା ଦେବା ପରେ ନାଳକୁ ପଶିଲା ପୁଲିସ ଗାଡି । ଏକ ପିସିଆର ଗାଡି ଜଣେ ସାଇକେଲ ଆରୋହୀ ଓ ଜଣେ ମୋଚୀଙ୍କୁ ଧକ୍କା ଦେବା ପରେ ସେମାନଙ୍କୁ ଆହତ ଅବସ୍ଥାରେ…
Read More...

୩ ମହିଳାଙ୍କ ଉପରେ ଚଢିଗଲା କାର୍‌

ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ବଜାରରେ ଶୁକ୍ରବାର ଅପରାହ୍ନ ସମୟରେ ୩ ଜଣ ମହିଳାଙ୍କୁ ଧକ୍କା ଦେବା ପରେ କାର ସୁନା ଦୋକାନକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ…
Read More...

କପଡା ଗୋଦାମରେ ଜିଏସଟି ଚଢାଉ

ସମ୍ବଲପୁର : କାମଲିବଜ଼ାରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଶୁକ୍ରବାର ଜିଏସଟି ଚଢାଉ କରିଛି । ଦୀର୍ଘ ଦିନ ହେବ ଏହି ଦୋକାନୀ ଜିଏସଟି ଫାଙ୍କୁଥିବା ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କାମଲିବଜ଼ାରରେ…
Read More...

ଗଣେଶ ମୂର୍ତ୍ତି ଭସାଣ ବେଳେ ଅଘଟଣ ; ୪ ଛାତ୍ର ବୁଡିଗଲେ, ୨ ଉଦ୍ଧାର..

ବାରିପଦା : ଗଣେଶ ମୂର୍ତ୍ତି ଭସାଣ ବେଳେ ଶୁକ୍ରବାର ଘଟିଛି ବଡ ଅଘଟଣ । ବାରିପଦା ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଭାସିଯାଇଥିଲେ ୪ ଛାତ୍ର । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର…
Read More...

ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ..

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ଶୁକ୍ରବାର ଜବତ ହୋଇଛି କେଜି କେଜି ସୁନା । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ପ୍ରାୟ ୨୦ କେଜି ସୁନାକୁ ରାଜ୍ୟ ଜିଏସଟି ବିଭାଗ ଜବତ କରିଛି । ଏହି ଘଟଣାରେ ୧୭…
Read More...

ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା..

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଚଳନ୍ତା ଟ୍ରେନରେ ଜଣେ ରେଳ କର୍ମଚାରୀଙ୍କୁ କିଛି ଯାତ୍ରୀ ପିଟିପିଟି ହତ୍ୟା କରିଥିବା ଖବର ହଇଚଇ ସୃଷ୍ଟି କରିଛି। ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା ବିହାରର ବରୌନୀରୁ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ମାଆ ମାଣିକେଶ୍ବରୀଙ୍କ ପାଖେ ନବାନ୍ନ ଲାଗି.. ପୁରୀ: ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ମାସ କୁକୁଡା ଚାଷ ବନ୍ଦ.. କୁକୁଡା ଚାଷ ଉପରେ ପୁରୀ ପ୍ରଶାସନର କଟକଣା.. ପିପିଲି, ଡେଲାଙ୍ଗ, ନିମାପଡା,…
Read More...

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗଣ୍ଡଗୋଳ, ୫ କୋର୍ଟ ଚାଲାଣ 

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ଦୁଇଟି ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଗଣ୍ଡଗୋଳ ଘଟି ୭ରୁ ଅଧିକ ଲୋକ ଆହତ ହେଇଥିବା ବେଳେ ଗୋଳନ୍ଥରା ପୁଲିସ ଗଣ୍ଡଗୋଳରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
Read More...

ସୂର୍ଯ୍ୟ,ବୁଧଙ୍କ ରାଶି ପରିବର୍ତ୍ତନ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ସବୁ ଇଚ୍ଛା ହେବ ପୂରଣ..

ସୂର୍ଯ୍ୟ ଦେବତା ରାଶି ପରିବର୍ତ୍ତନ କରି ୧୬ ସେପ୍ଟେମ୍ବର ୨୦୨୪ରେ କନ୍ୟା ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଏହି ଚଳନ ୧୬ ସେପ୍ଟେମ୍ବର ସନ୍ଧ୍ୟା ୭ଟା ୨୯ ମିନିଟରେ ହେବ । ଏହାପରେ ୨୩ ସେପ୍ଟେମ୍ବର ୨୦୨୪ରେ ବୁଧ…
Read More...

୬ ବର୍ଷ ହେଲା ଅଧାପନ୍ତରିଆରେ ପଡିଛି ୪ ଥାକିଆ ରାସ୍ତା, ଡ୍ରେନ୍ କାମ : ଲୋକେ ହନ୍ତସନ୍ତ

ରେଙ୍ଗାଲି: ୬ ବର୍ଷ ହେଲା ଅଧାପନ୍ତରିଆରେ ପଡିଛି ୪ ଥାକିଆ ରାସ୍ତା, ଡ୍ରେନ୍ କାମ। ରେଙ୍ଗାଲିରୁ ଗଣେଶନଗରକୁ ଚାରିଥାକିଆ ରାସ୍ତା ନିର୍ମାଣ ପାଇଁ ୨୦୧୯ ମସିହା ଜାନୁଆରୀ ୩ ତାରିଖ ଦିନ ତତ୍କାଳୀନ ପୂର୍ତ୍ତ ବିଭାଗ…
Read More...

ବାଇକରୁ ପଡି ଯୁବକ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସଦର ପଞ୍ଚାୟତର ପାଟବନ୍ଧ ଗ୍ରାମ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ବାଇକରୁ ପଡି ଯୁବକ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ରାଉତ ପରଡିଗୁଡା…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀ : ଆସନ୍ତା ୧୮ ତାରିଖରେ ଯାଞ୍ଚ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର..ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସଆଇ.. ପୁଣି ଆସୁଛି ବଡ ବର୍ଷା, ସେପ୍ଟେମ୍ବର ୧୩ ଠାରୁ ୧୬ ତାରିଖ ଯାଏଁ ବର୍ଷା ସମ୍ଭାବନା, ବର୍ଷା ନେଇ କଳାହାଣ୍ଡି…
Read More...

ପୁଣି ଆସୁଛି ବଡ ବର୍ଷା ; ୧୬ ତାରିଖ ଯାଏଁ ଏହି ଜିଲାରେ ବର୍ଷିବ..

ଭୁବନେଶ୍ୱର : ପୁଣି ଆସୁଛି ବଡ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଶୁକ୍ରବାର ସେପ୍ଟେମ୍ବର ୧୩ ଠାରୁ ୧୬ ତାରିଖ ଯାଏଁ ବର୍ଷା ସମ୍ଭାବନା…
Read More...

ପୂର୍ବତନ ସରପଞ୍ଚଙ୍କୁ ମାଡ ମାରି ଥାନାରେ ମହିଳା..

ବାସୁଦେବପୁର: ପୂର୍ବତନ ସରପଞ୍ଚକୁ ମାଡ ମାରିବା ଅଭିଯୋଗରେ ଗୁରୁବାର ଜଣେ ମହିଳାଙ୍କୁ ଥାନାରେ ଅଟକ ରଖାଯାଇଛି । ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ବାଲିମେଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପଳିତାଙ୍କୁ ବ୍ଲକ…
Read More...

ରାସ୍ତା ପାଲଟିଛି ମରଣଯନ୍ତା

କଲ୍ୟାଣସିଂହପୁର: ଗାଁ ଭାତପରିସୀ ଠାରୁ ପଞ୍ଚାୟତ ରାସ୍ତା ମଝିରେ ଖାଲଖମା ହୋଇ ପାଣି ଭର୍ତ୍ତି ହୋଇ ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟଣପୁର ଗ୍ରାମ ପଞ୍ଚାୟତର…
Read More...

ବଡ ଘୋଷଣା ; ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ପୁନଃ ନିଯୁକ୍ତି

ଭୁବନେଶ୍ୱର : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଗୁରୁବାର ମାର୍ଗଦର୍ଶିକା ଜାରି ହୋଇଛି । କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ ହେବ, ବିସ୍ତୃତ ଗାଇଡଲାଇନ ଜାରି ହୋଇଛି । ପୁନଃ ନିଯୁକ୍ତି ଚୟନ…
Read More...

ଦେଖନ୍ତୁ ଭିଡିଓ ; ଭାଲୁ ଛୁଆଙ୍କ ଏହି ମନଛୁଆଁ ଦୃଶ୍ୟ କେବେ ଦେଖିନଥିବେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ସାଧାରଣତଃ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହି ଭିଡିଓ ଦେଖିବାକୁ ଖୁବ୍‌ ମନଛୁଆଁ ହୋଇଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯାହା ସୋସିଆଲ…
Read More...

ରାଜ୍ୟରେ ୫ ହଜାର ଟପିଲା ଡେଙ୍ଗୁ

ଭୁବନେଶ୍ୱର : ରାଜ୍ୟରେ ୫ ହଜାର ଟପିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଡେଙ୍ଗୁ, ମଙ୍କିପକ୍ସ, ବାର୍ଡ ଫ୍ଲୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ…
Read More...

‘ସୁଭଦ୍ରା’ ଯୋଜନା ; ହିତାଧିକାରୀଙ୍କ ଠାରୁ ଟଙ୍କା ମାଗିବା ଅଭିଯୋଗରେ ଜନସେବାକେନ୍ଦ୍ର ସିଲ୍‌

ଭୁବନେଶ୍ୱର : ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦପ୍ରସାଦ ଠାରେ ଏକ ଜନସେବା କେନ୍ଦ୍ରକୁ ଜିଲା ପ୍ରଶାସନ ସିଲ୍‌ କରିଥିବା ଗୁରୁବାର ଖବର ମିଳିଛି। ସୁଭଦ୍ରା ଯୋଜନାର ଡିଜିଟାଇଜେସନ ପାଇଁ ହିତାଧିକାରୀଙ୍କ ଠାରୁ ଟଙ୍କା…
Read More...

ଟ୍ରକ ଧକ୍କାରେ ୫ ଷଣ୍ଢ ମୃତ 

ବାସୁଦେବପୁର : ବାସୁଦେବପୁର ଚାନ୍ଦିମାଳ ରାସ୍ତାରେ ଆଇରନ ବୋଝେଇ ଟ୍ରକ ଧକ୍କାରେ ଏକାଧିକ ଷଣ୍ଢଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଅଂଚଳରେ ଗୋଶାଳା ନିର୍ମାଣ, ସ୍ଥାୟୀ ହମ୍ପସ ସହ ଗାଡିର ବେଗ…
Read More...

ପୁଣି ମହଙ୍ଗା ହେବ ଏୟାରଟେଲ୍‌, ଜିଓ, ଭୋଡା ଫୋନ୍‌, ବିଏସଏନଏଲ ରିଚାର୍ଜ! ସରକାରଙ୍କ ଏହି ପଦକ୍ଷେପ ପରେ..

ନୂଆଦିଲ୍ଲୀ : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ), ଦୂରସଞ୍ଚାର ବିଭାଗ (ଡିଓଟି)ରୁ ସ୍ପାମ୍‌ କଲ୍‌ ଓ ମେସେଜକୁ ରୋକିବାକୁ ଅସଫଳ ହେଉଥିବାରୁ ଜୋରିମାନା ଆଦାୟ ଉପରେ ଗୁରୁତ୍ୱ ଦେଇଛି । ଏହି ଜୋରିଆନା ଆଦାୟ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଜ୍ୟରେ ପୁଣି ବର୍ଷା ସତର୍କତା: ଶୁକ୍ରବାରଠାରୁ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା.. ଆଜି ପାଇଁ ୧୪ ଉପକୂଳ ଜିଲ୍ଲାକୁ ବିଜୁଳି , ଘଡଘଡି ଓ୍ବାର୍ଣ୍ଣିଂ, ୧୩ ତାରିଖ ପାଇଁ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା…
Read More...

ବୁଧ-ଶୁକ୍ର ଏକାଠି ପରେ ଅକ୍ଟୋବରରେ ଲକ୍ଷ୍ମୀ-ନାରାୟଣ ଯୋଗ ; ଏହି ରାଶିଙ୍କ ଚମକିବ ଭାଗ୍ୟ, ଧନ ଲାଭର ଯୋଗ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ । ଅକ୍ଟୋବରରେ ବୁଧ ଓ ଶୁକ୍ର ଗ୍ରହ ନିଜ ରାଶିରୁ ବାହାରି କନ୍ୟା…
Read More...

ଦଧିନଉତି ଉପରକୁ ଚଢିବା ଘଟଣା ; ମାନସିକ ବିକାରଗ୍ରସ୍ତ କହିଲେ ପରିବାର ସଦସ୍ୟ

ଛତ୍ରପୁର : ପୁରୀ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିବା ଘଟଣାରେ ସିଂହଦ୍ୱାର ଥାନାରେ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ବ୍ୟକ୍ତି ଜଣକ ବଳରାମ ମହାରଣା । ତାଙ୍କ ବୟସ (୭୦)। ଗଞ୍ଜାମ ଜିଲା ଛତ୍ରପୁର ଭାସ୍କର ରାଓ ପେଟା…
Read More...

ଚଟପଟା ମାଛ ଫ୍ରାଏ

ଆବଶ୍ୟକ ସାମଗ୍ରୀ କଟା ମାଛ – ୫୦୦ ଗ୍ରାମ୍‍ ଅଦା ରସୁଣ ବଟା – ୫୦ ଗ୍ରାମ୍‍ ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ ଲେମ୍ବୁ ରସ – ୧ ଚାମଚ ଜୁଆଁଣୀ – ଅଳ୍ପ ବେସନ – ୨୦୦ ଗ୍ରାମ୍‍ ଅଣ୍ଡା – ୨ଟି ଲୁଣ ସ୍ୱାଦ…
Read More...

ବାସ୍‌ ଗୋଟିଏ ଗ୍ଲାସ ଉଷୁମ କ୍ଷୀର; ଅମୃତ ସମାନ,ଏମିତି ପିଇଲେ ମିଳିବ ଚମତ୍କାରୀ ଲାଭ..

ଉଷୁମ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । ଆୟୁର୍ବେଦରେ ମଧ୍ୟ କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଇଛି। ଏଥିରେ ଥିବା କ୍ୟାଲସିୟମ, ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ତ୍ୱ ଶରୀର ପାଇଁ ବେଶ ଉପକାରୀ ।…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜିଠୁ କମିବ ବର୍ଷା.. ପୁଣି ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା.. ୧୫ ତାରିଖ ଯାଏଁ ପ୍ରବଳ ବର୍ଷିବ.. ଗୋମାତାଙ୍କ ସୁରକ୍ଷା ପାଇଁ ରାଜ୍ୟରେ ୨ ଶହ ଗୋଶାଳା କରିବେ ସରକାର.. ଗୃହରେ ମତ୍ସ୍ୟ ଓ ପଶୁ ସଂପଦ…
Read More...

୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, କଲ୍ୟାଣକାରୀ ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ୱର : ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ନେଇ ସମ୍ପୂର୍ଣ୍ଣ ବିବରଣୀ ଆସିଛି। ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବେ…
Read More...

ବର୍ଷା ଛାଡିବା ପରେ ଭାଙ୍ଗିଲା ଘରର କାନ୍ଥ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତରେ ବର୍ଷାରେ ଭିଜି ରହିଥିବା ୩ଟି ଘର କାନ୍ଥ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ବର୍ଷା ଛାଡିଯିବା ପରେ ଆଜି ପଞ୍ଚାୟତ…
Read More...

ଭୂକମ୍ପରେ ଥରିଲା ରାଜଧାନୀ, ପଞ୍ଜାବ, କାଶ୍ମୀର..

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ବୁଧବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ପାକିସ୍ତାନ ଥିବା ବେଳେ ଇସଲାମାବାଦ ଓ ଲାହୌରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା…
Read More...

ଟଳିଲା ବଡ ଅଘଟଣ; ରାଜଧାନୀରେ ଭୁଶୁଡିଲା କ୍ରେନ୍‌, ଜଣେ ଆହତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବୁଧବାର ଏକ ବଡ ଅଘଟଣ ଅଳ୍ପକେ ଟଳି ଯାଇଛି । ସେଣ୍ଟ୍ରିଂ ବେଳେ ଭାଙ୍ଗି ପଡିଲା କ୍ରେନ୍‌ । ସେଠାରେ କାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ବେଳେ ଅଳ୍ପକେ…
Read More...

ବୁର୍ଜୁଗୁଡା ରାସ୍ତା ଅତି ଶୋଚନୀୟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପଲମା ଗ୍ରାମ ପଞ୍ଚାୟତର ବୁର୍ଜୁଗୁଡା ଗାଁ ରାସ୍ତା ଅତି ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ବୁର୍ଜୁଗୁଡା ଠାରୁ ଆରଡି ରାସ୍ତାକୁ ସଂଯୋଗ ହୋଇଛି। ଏହି ରାସ୍ତା…
Read More...

ଭାରତୀୟଙ୍କ ପାଇଁ ଚାକିରି; ୨ ଲକ୍ଷ ଦରମା, ମାଗଣାରେ ରହିବା,ଖାଇବା, ଚିକିତ୍ସା : ଏଠାରେ ମିଳିବ ନିଯୁକ୍ତି..

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଝିରେ ଚାକିରିର ଏକ ବଡ ସୁଯୋଗ ମିଳିଛି । ଇସ୍ରାଏଲରେ ଚାକିରି କରିବା ପାଇଁ ପ୍ରାୟ ୧୫୦୦୦ ପଦବୀ ଖାଲି ସହ ଚାକିରି ପାଇଁ ସୁଯୋଗ ଆଣିଛି । ଇସ୍ରାଏଲ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜିଠୁ କମିବ ବର୍ଷା, ପୁଣି ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା: ୧୫ ତାରିଖ ଯାଏଁ ପ୍ରବଳ ବର୍ଷିବ.. ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା..…
Read More...

ଦେଖନ୍ତୁ ଭିଡିଓ; ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣାରେ ଯୁବତୀ, ସୁଲୁସୁଲିଆ ପବନରେ ନିଦ ଆସିଲା, ଟ୍ରେନ୍‌ ଆସିଲା,…

ପାଟନା : ବିହାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ରେଳ ଲାଇନରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାକୁ ଯାଇ ଥଣ୍ଡା ପବନରେ ସେଠାରେ ହିଁ ଶୋଇ ପଡିଥିଲେ । ଯୁବତୀଙ୍କ ଭିଡିଓ ଏବେ ସୋସିଆଲ…
Read More...

ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

ଦେବଗୁରୁ ବୃହସ୍ପତିଙ୍କର ଜ୍ୟୋତିଷ ଶାସ୍ତ୍ରରେ ସ୍ୱତନ୍ତ୍ର ସ୍ଥାନ ରହିଛି । ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷା, ସନ୍ତାନ, ଜ୍ୟେଷ୍ଠ ଭାଇ, ଧାର୍ମିକ କାର୍ଯ୍ୟ, ପବିତ୍ର ସ୍ଥାନ, ଦାନ, ପୁଣ୍ୟ ଓ ବୁଦ୍ଧିର କାରକ ବୋଲି…
Read More...

ଜାଣନ୍ତୁ; ବିଳମ୍ବିତ ରାତିରେ ଶୋଇଲେ ୫୦%ରୁ ଅଧିକ ଥାଏ ମଧୁମେହ ହେବାର ସମ୍ଭାବନା..

ରାତିରେ ଶୀଘ୍ର ଶୋଇବା ଓ ସକାଳେ ଶୀଘ୍ର ଉଠିବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ମାତ୍ର ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହୁଛନ୍ତି । ବିଶେଷ କରି ମୋବାଇଲ ଦେଖି ବିଳମ୍ବିତ ରାତିରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛି ବିଜେଡି ପୋଲାଭରମ ଟିମ୍‌ .. ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ କହିଲେ ନବୀନ.. କେନ୍ଦ୍ରାପଡା ଡେରାବିଶରେ ବାର୍ଡ ଫ୍ଲୁକୁ ନେଇ ପ୍ରଶାସନ ପକ୍ଷରୁ…
Read More...

ବାର୍ଡ ଫ୍ଲୁ ; କ୍ୱାରେଣ୍ଟିନରେ ରହିବେ କୁକୁଡା ଚାଷୀ..

କେନ୍ଦ୍ରାପଡା : କେନ୍ଦ୍ରାପଡା ଡେରାବିଶରେ ବାର୍ଡ ଫ୍ଲୁକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି । ୫ କୁକୁଡା ଚାଷୀଙ୍କ ସ୍ୱାବ ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା…
Read More...

ଦୁଇ ବର୍ଷ ହେଲା ସରୁନି ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ କାମ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ରେଲୱେ ଷ୍ଟେସନ ନିକଟରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର କାମ ଦୁଇ ବର୍ଷ ହେଲା ଅଧ ପନ୍ତରିଆ ହୋଇ ପଡି ରହିଛି। ଫଳରେ ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ଲୋକମାନେ ଘୋର…
Read More...

ସ୍ତ୍ରୀ ସହ ଯାଉଥିଲେ ପୂଜକ; ରାସ୍ତାରେ ହାଣିଲେ ଦୁର୍ବୃତ୍ତ..

ଭବାନୀପାଟଣା : ନର୍ଲା ଥାନା ଅନ୍ତର୍ଗତ ମୁଣ୍ଡାଗାଁରେ ସୁଶାନ୍ତ ଠାକୁର (୪୦) ନାମକ ଜଣେ ପୂଜକଙ୍କୁ ମଙ୍ଗଳବାର ସକାଳେ ଚାରି ଜଣ ଯୁବକ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହେଇଛି। ଗୁରୁତର ଅବସ୍ଥାରେ…
Read More...

ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ- ବିଜେଡି ସୁପ୍ରିମୋ..

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛି ବିଜେଡି ପୋଲାଭରମ ଟିମ୍‌ । ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ । ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢେଇ ଜାରି ରହିବ । ପୋଲାଭରମ…
Read More...

ଦେଖନ୍ତୁ ଭିଡିଓ ; ବରମୁଣ୍ଡା ଫ୍ଲାଏ ଓଭର ରାସ୍ତାରେ ଟ୍ରକରୁ ବାହାରିଗଲା ଚକ, ଘଣ୍ଟାଘଣ୍ଟା ଟ୍ରାଫିକ୍‌ ଜାମ୍‌..

ଭୁବନେଶ୍ୱର : ବରମୁଣ୍ଡା ସ୍ଥିତ ଫ୍ଲାଏ ଓଭର ଜାତୀୟ ରାଜପଥ ମଝିରେ ମଙ୍ଗଳବାର ଏକ ଟ୍ରକ ରୁ ହଠାତ୍‌ ଏକ ଚକ ବାହାରି ଯାଇଥିଲା । ଚକ ବାହାରିବା ପରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍‌ ଲାଗି ରହିବା ଫଳରେ ଲୋକେ ହନ୍ତସନ୍ତ…
Read More...

ଦେଖନ୍ତୁ ଭିଡିଓ; ଧରାପଡିଲା ଆତଙ୍କ ଖେଳାଇଥିବା ଆଉ ଏକ ଗଧିଆ, ଏଯାଏଁ ନେଲାଣି ୯ ଜଣଙ୍କ ଜୀବନ,୨୦ ଗୁରୁତର

ଲଖନଉ : ଉତ୍ତରପ୍ରଦେଶର ବାହରାଇଚରେ ଆଉ ଏକ ହିଂସ୍ର ଗଧିଆ ଧରାପଡିଛି । ଏଯାଏଁ ଏକାଧିକ ଗଧିଆ ଧରାପଡିଛନ୍ତି । ମାତ୍ର ଆହୁରି ଗଧିଆ ଅଞ୍ଚଳରେ ରହିଛନ୍ତି । ସେମାନଙ୍କୁ ବନ ବିଭାଗ ଖୋଜାଖୋଜି ଜାରି ରଖିଛି । ମିଳିଥିବା…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଉବୁଟୁବୁ ମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟାରେ ହଜାର ହଜାର ଲୋକ ଜଳବନ୍ଦୀ.. ବୁଡିଲା ଘରଦ୍ଵାର ରାସ୍ତାଘାଟ, ଗାଁଗଣ୍ଡାରେ ପଶିଲା ବନ୍ୟା ପାଣି.. ରାସ୍ତାରେ ପାଣି ଚାଲୁଥିବାରୁ ବିଭିନ୍ନ ସ୍ଥାନକୁ…
Read More...

ଦେଖନ୍ତୁ ଭିଡିଓ ; ଟିୟୁସନରୁ ଆଣିବାକୁ ଯାଉଥିଲେ, ଓଲଟିଲା ଅଟୋ, ମାଆକୁ ବଞ୍ଚାଇବାକୁ ଦୌଡିଗଲା ଝିଅ..

ନୂଆଦିଲ୍ଲୀ : ରାସ୍ତା ପାର୍‌ କରିବା ସମୟରେ ତରବରିଆ ହୋଇ ଅଧିକାଂଶ ସମୟରେ ଲୋକେ ଦୁର୍ଘଟଣାର ଶିକାର ହୋଇ ଥାଆନ୍ତି । ସୋସିଆଲ ମିଡିଆର ମଧ୍ୟ ଦୁର୍ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଥାଏ । ସେହି ଭିିଡିଓକୁ ଦେଖି ଅନେକ…
Read More...

ଡିଆରଏମଙ୍କୁ ସାକ୍ଷାତ; ଗୁଣପୁର – ନୌପଡା ରେଳପଥ ବିଭିନ୍ନ ସମସ୍ୟା ନେଇ ଆଲୋଚନା

ଗୁଣପୁର : ବିଶାଖାପାଟଣା ଡିଆରଏମ ସୌରଭ ପ୍ରସାଦ ଗୁଣପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ନୌପଡା ଠାରୁ ଗୁଣପୁର ମଧ୍ୟରେ ବିଭିନ୍ନ ରେଳପଥର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବା ପରେ ଡିଆରଏମ ପ୍ରସାଦ…
Read More...

ଗୁରୁ କରିବେ ଓଲଟା ଚଳନ; ଏହି ରାଶିଙ୍କ ଭାଗ୍ୟ ଚମକାଇ କରିବେ ଧନ ବର୍ଷା..

ଦେବଗୁରୁ ବୃହସ୍ପତି ବର୍ଷକୁ ଥରେ ରାଶି ପରିବର୍ତ୍ତନ କରନ୍ତି । ଦୀପାବଳି ପୂର୍ବରୁ ଗୁରୁ ବକ୍ରି ହେବାକୁ ଯାଉଛନ୍ତି । ଗୁରୁଙ୍କ ଓଲଟା ଚଳନ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଦୀପାବଳି ପୂର୍ବରୁ ମା’ଲକ୍ଷ୍ମୀଙ୍କ ଅଶେଷ କୃପା…
Read More...

ଛଣା ଛେନା ବରା

ଆବଶ୍ୟକ ସାମଗ୍ରୀ କ୍ଷୀର – ୧କପ ଚିନି – ୧କପ ଛେନା – ୧୦୦ ଗ୍ରାମ ଅରୁଆ ଚାଉଳ ଗୁଣ୍ଡ – ୨କପ ଗୁଜୁରାତି ଗୁଣ୍ଡ – ୧ ଚାମଚ କାଜୁ – ୪ଟି ଲୁଣ – ଆବଶ୍ୟକ ଅନୁଯାୟୀ ତେଲ – ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତି ପ୍ରଣାଳୀ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଲଗାଣ ବର୍ଷାରେ ମାଲକାନଗିରି ଓ କୋରାପୁଟ ଜିଲା ଅଧିକ ପ୍ରଭାବିତ.. କୋରାପୁଟ ଜିଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ବନ୍ଦ.. ବନ୍ୟାଜଳ ପଶିବା ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ କଲେ କର୍ତ୍ତୃପକ୍ଷ..…
Read More...

ବାୟୋପ୍ଲକ ଟାଙ୍କିରେ ପଡି ଯୁବକ ମୃତ

ବାସୁଦେବପୁର : ବାୟୋପ୍ଲକ ଟାଙ୍କିରେ ପଡି ଯୁବକ ମୃତ। ମୃତଙ୍କ ନାମ ବାସୁଦେବ ଦାସ(୨୯)। ବାସୁଦେବ ଭଦ୍ରକ ପାହାଡ଼ପୁର ଗାଁର ପ୍ରସନ୍ନ ଦାସଙ୍କ ପୁଅ ବୋଲି ଜଣାପଡିଛି। ବିଜୟପାଟଣା ଗାଁର ନାରାୟଣ ପରିଡାଙ୍କ ଘରେ ବାୟୋପ୍ଲକ…
Read More...

ଭୁଲରେ କିଣି ଆଣିଲେ ଏହି ବିଷାକ୍ତ ମାଛ ; ଖାଇବା ପରେ ସ୍ତ୍ରୀ ମୃତ, ସ୍ୱାମୀ କୋମାରେ..

ନୂଆଦିଲ୍ଲୀ : ମାଛ ଖାଇବାକୁ କେବଳ ସ୍ୱାଦିଷ୍ଟ, ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । କାରଣ ମାଛ ପୋଷକ ତତ୍ତ୍ୱ ର ଭଣ୍ଡାର । ମାତ୍ର ମାଛ ଖାଇବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ…
Read More...

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ : ୩ଗିରଫ

ବାଣପୁର : ଏସିଆ ମହାଦେଶର ସର୍ବ ବୃହତ ଶାଳ ଶାଗୁଆନ ଜଙ୍ଗଲ ବରବରାରେ କାଠ ଚୋରଙ୍କ ଉତ୍ପାତ ବଢିବାରେ ଲାଗିଛି । ରବିବାର ରାତିରେ ଏକ ପିକ୍‌ଅପ ଭ୍ୟାନରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଗୁଆନ କାଠ ବେଆଇନ ଭାବେ ଚାଲାଣ…
Read More...

ଦେଖନ୍ତୁ ଭିଡିଓ; କେମିତି ପାଣିରେ ପଶି କୁମ୍ଭୀରକୁ ଖୁଆଉଛନ୍ତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କୁମ୍ଭୀରକୁ ଏକ ଛୋଟ ଛୁଆକୁ ଖାଦ୍ୟ ଖୁଆଇବା ଭଳି ଖୁଆଉଥିବାର ଏକ ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ପାଣି ଭିତରେ ଜଣେ ବ୍ୟକ୍ତି ଖୁବ୍‌ ସହଜରେ କୁମ୍ଭୀରକୁ ଖାଦ୍ୟ ଖୁଆଉଥିବା…
Read More...

‘ନମାମୀ ଯୋଗ ଏକାଡେମୀ’ର ଦ୍ବିତୀୟ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଇନଫୋସିଟି ଅଞ୍ଚଳରେ ଉଦଘାଟିତ

ଭୁବନେଶ୍ବର: ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଓଡିଶାର ଅଗ୍ରଣୀ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ନମାମୀ ଯୋଗ ଏକାଡେମୀ ଅନୁଷ୍ଠାନର ଦ୍ବିତୀୟ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଭୁବନେଶ୍ବର ସ୍ଥିତ ଇନଫୋସିଟି ଅଞ୍ଚଳରେ ଉଦଘାଟିତ…
Read More...

ଦେଖନ୍ତୁ ଭିଡିଓ; ଭାଙ୍ଗିଲା ପିଲିଗାଡା ବ୍ରିଜ; ଆନ୍ଧ୍ର,ତେଲେଙ୍ଗାନା- ଓଡିଶା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଭାଙ୍ଗିଲା ପିଲିଗଡା ଠାରେ ଥିବା ବ୍ରିଜ। ଓଡିଶାରୁ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ପିଲିଗଡା ଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗି…
Read More...

ଶୋଇଥିଲେ, ନାକରେ ପଶିଗଲା ଅସରପା, ଆଉ ତା’ପରେ..

ନୂଆଦିଲ୍ଲୀ : ଚୀନର ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ସହ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଜାଣିଲେ, ତାଙ୍କ ଶ୍ୱାସନଳୀରେ ଏକ ଅସରପା ରହିଛି । ବ୍ୟକ୍ତି ଜଣକ ରାତିରେ…
Read More...

ବଡ ଖବର ; କଟକରେ ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର 

କଟକ : ବନ୍ଦ ଘରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ । ସୋମବାର କଟକ ସିଡିଏ ସେକ୍ଟର -୯ ସ୍ଥିତ ଭଡା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ସେ କାର୍ଯ୍ୟରତ ଥିଲେ । ମୃତ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁଁଁ ପ୍ରଭାବରେ ଲଗାଣ ବର୍ଷା.. ଲଗାଣ ବର୍ଷାରେ ବେହାଲ ମାଲକାନଗିରି.. ଚିତ୍ରକୋଣ୍ଡାରେ ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ.. ପୋଟେରୁ ପୋଲ ଉପରେ ୫ରୁ୬ଫୁଟ୍ ବନ୍ୟା ପାଣି..…
Read More...

ଦେଖନ୍ତୁ ଭିଡିଓ; ସାପ ସହ ଷ୍ଟଣ୍ଟ, ପାଟିରେ ଧରିଲେ, ଆଉ ତା’ପରେ..

ହାଇଦ୍ରାବାଦ : ତେଲେଙ୍ଗାନାରେ ସାପ ସହ ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କର ସାପ ଦଂଶନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଶୁକ୍ରବାର ପୁଲିସ ପକ୍ଷରୁ ଏହି ସୂଚନା ମିଳିଥିଲା । ପୁଲିସ କହିଥିଲା, ଯୁବକ ଜଣକ ସାପ ସହ ଷ୍ଟଣ୍ଟ…
Read More...

ଜିଓ /ଏୟାରଟେଲ୍‌ ; ଜାଣନ୍ତୁ ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ,ମାତ୍ର ୩୦ ଟଙ୍କା..

ନୂଆଦିଲ୍ଲୀ : ନିକଟରେ ଭାରତରେ ଜିଓର ୮ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର୍‌ । ଏହାର ତୁଳନାରେ ଏୟାରଟେଲ ପକ୍ଷରୁ ପୂଜା ଅଫର୍‌ ପ୍ରଦାନ କରାଯାଉଛି । ଏହି ପୂଜା ଅଫର୍‌ ଅନୁଯାୟୀ,…
Read More...

ବୁଦ୍ଧାଦିତ୍ୟ ରାଜଯୋଗ ; ଜାଣନ୍ତୁ ସେପ୍ଟେମ୍ବର ୨୮ ପୂର୍ବରୁ ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବିବାହ,ଧନଲାଭ..

ଗ୍ରହଙ୍କ ରାଜକୁମାର ବୁଧ ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିଛନ୍ତି । ପୂର୍ବରୁ ହିଁ ଗ୍ରହଙ୍କ ରାଜା ସୂର୍ଯ୍ୟ ଏଠାରେ ବିରାଜମାନ କରିଛନ୍ତି । ଫଳରେ ସିଂହ ରାଶିରେ ବୁଦ୍ଧାଦିଥ୍ୟ ଯୋଗ ସୃଷ୍ଟି ହେଉଛି ।…
Read More...

ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ କ୍ଷୀରି

ଆବଶ୍ୟକ ସାମଗ୍ରୀ: ଚିନି- ଆବଶ୍ୟକ ପରିମାଣରେ କ୍ଷୀର- ୧ଲିଟର ଚାଉଳ କାଜୁ,କିସମିସ କେସର ଗୁଜୁରାତି ଘିଅ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚାଉଳକୁ ଧୋଇ ୩ କପ ପାଣିରେ ୧ଘଣ୍ଟା ଭିଜେଇ ରଖନ୍ତୁ। ତାପରେ ଏକ ଛୋଟ…
Read More...

ଦେଖନ୍ତୁ ଭିଡିଓ; ଶିଶୁ ସହ କେମିତି ଖେଳୁଛି ବାଘ

ନୂଆଦିଲ୍ଲୀ : ବାଘକୁ ଦେଖି ଯେ କେହି ଭୟଭୀତ ହେବା ସାଧାରଣ କଥା । ମାତ୍ର ନିକଟରେ ବାଘର ଓ ଛୋଟ ଛୁଆର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ଶିଶୁ ବାଘ ସହ ମଜାରେ ଖେଳୁଥିବା…
Read More...