କୃଷ୍ଣପ୍ରସାଦରେ ପାଣ୍ଡିଆନଙ୍କ ପ୍ରଚାର; ‘ଚିଲିକା ଉପରେ ନବୀନ ହିଁ ସେତୁ କରିପାରିବେ’

ସମାଜ ଡିଜିଟାଲ ଡେସ୍କ: ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଜିଲାର କୃଷ୍ଣପ୍ରସାଦରେ ପ୍ରଚାର କରିଛନ୍ତି। ମାଲୁଦ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଯୋଗଦେଇ ଦଳୀୟ…
Read More...

ମାତ୍ର ୧୨ ଲକ୍ଷରେ ଲମ୍ବୋରଗିନି ତିଆରି କରିଦେଲେ ଏହି ଯୁବକ; ସୋସିଆଲ ମିଡିଆରେ ପ୍ରଶଂସାର ସୁଅ, ଦେଖନ୍ତୁ ଭିଡିଓ…

ସମାଜ ଡିଜିଟାଲ ଡେସ୍କ: ଯୁଗାଡ଼ କ୍ଷେତ୍ରରେ ଭାରତୀୟମାନେ ସବୁବେଳେ ଆଗରେ ରହିଆସିଛନ୍ତି। ଅଳ୍ପ କିଛି ଅଦରକାରୀ ଜିନିଷରୁ ନୂଆ ନୂଆ ଜିନିଷ ଉଦ୍ଭାବନ କରିବାରେ ଭାରତୀୟମାନେ ମାହିର। ଏହି କ୍ରମରେ ଜଣେ ଯୁବକ ଏକ ସାଧାରଣ…
Read More...

ଖରାଦିନେ ଅଧିକ ଲେମ୍ବୁ ସେବନ କରୁଥିଲେ… ହୋଇଯାଆନ୍ତୁ ସତର୍କ !

ସମାଜ ଡିଜିଟାଲ ଡେସ୍କ: ଲେମ୍ବୁରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଲେମ୍ବୁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିଥାଏ। କିନ୍ତୁ ଏହାର ଫାଇଦା ସେପର୍ଯ୍ୟନ୍ତ ମିଳିବ ଯେପର୍ଯ୍ୟନ୍ତ…
Read More...

ୟୁପିଏସସି ପାଇଁ ୨୮ ଲକ୍ଷର ଚାକିରି ଛାଡ଼ିଥିଲେ, ଆଜି…

ସମାଜ ଡିଜିଟାଲ ଡେସ୍କ: ବାପା କରଜରେ ବୁଡ଼ିଥିଲେ। ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କାର ଋଣ ବୋଝ ଥିଲା। ତାହାକୁ କିପରି ଶୁଝିବେ ସେନେଇ ଚିନ୍ତିତ ଥିଲେ। ଏହା ଭିତରେ ପୁଅକୁ ମିଳିଲା ବାର୍ଷିକ ୨୮ ଲକ୍ଷ ଟଙ୍କାର ଚାକିରି। ବାପା…
Read More...

ଚଳନ୍ତା ବସରେ ନିଆଁ ଲାଗି ୧୦ ଜୀବନ୍ତ ଦଗ୍ଧ

ଜୟପୁର: ବସରେ ନିଆଁ ଲାଗି ୧୦ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ହରିୟାଣାର ନୁହ ନିକଟ କୁଣ୍ଡଲି-ମାନେଶ୍ୱର-ପାୱାଲ ଏକ୍ସପ୍ରେସୱେରେ। ଏହି ଘଟଣାରେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି।…
Read More...

ସ୍ତ୍ରୀ ହେବ ତ ଏମିତି… ୧୦ ବର୍ଷ ପରେ କୋମାରୁ ଉଠିଲେ ସ୍ୱାମୀ

ଡେସ୍କ: ବିବାହ ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ସୁଖଦୁଃଖର ସାଥୀ ହୋଇଥାନ୍ତି। ସେଥିପାଇଁ ସ୍ତ୍ରୀଙ୍କୁ ଅର୍ଦ୍ଧାଙ୍ଗିନୀର ଆଖ୍ୟା ଦିଆଯାଇଛି। ସ୍ୱାମୀର ସୁଖ ଆଉ ଦୁଃଖରେ ସ୍ତ୍ରୀ ହିଁ ବଡ଼ ଭାଗିଦାରୀ ହୋଇଥାଏ। ଏହାକୁ ପ୍ରମାଣ…
Read More...

ଚେନ୍ନାଇ ନା ବେଙ୍ଗାଲୁରୁ ? ବର୍ଷା ଯୋଗୁ ମ୍ୟାଚ ବାତିଲ ହେଲେ କିଏ ଯିବ ପ୍ଲେଅଫ୍‌‌କୁ ? ଜାଣନ୍ତୁ କ’ଣ କହୁଛନ୍ତି…

ନୂଆଦିଲ୍ଲୀ: ଚେନ୍ନାଇ ନା ବେଙ୍ଗାଲୁରୁ ? କିଏ ୪ର୍ଥ ଦଳ ଭାବେ ପ୍ରବେଶ କରିବ ଆଇପିଏଲ-୨୦୨୪ର ପ୍ଲେଅଫ୍‌‌ରେ। ଏହାକୁ ନେଇ ଦୁଇ ଦଳର କୋଟି କୋଟି ପ୍ରଶଂସକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ପୂର୍ବରୁ…
Read More...

ପ୍ରେରଣା: ଫଳ ବିକାଳିଙ୍କ ପୁଅ ଆଜି ୪୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମାଲିକ

ନୂଆଦିଲ୍ଲୀ: କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତା ଦେଇଥାଏ। ଏହି ସଫଳତା ସାଜିଥାଏ ଅନ୍ୟମାନଙ୍କ ପାଇଁ ପ୍ରେରଣା। ଏଭଳି ଏକ ପ୍ରେରଣାଦାୟୀ ବ୍ୟକ୍ତି ହେଉଛନ୍ତି ରଘୁନନ୍ଦନ ଶ୍ରୀନିବାସ କାମଥ। ସେ ଦିନେ ଥିଲେ…
Read More...

ନାକଟିଦେଉଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର; ‘ଶପଥଗ୍ରହଣ ପରେ ପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣାରେ ଦସ୍ତଖତ କରିବି’

ଡେସ୍କ: ସମ୍ବଲପୁର ଜିଲାର ନାକଟିଦେଉଳରେ ଶୁକ୍ରବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବଲପୁର ପିଏଚଡି ପଡ଼ିଆରେ ବିଶାଳ ସମାବେଶକୁ ଉଦବୋଧନ ଦେବା ପରେ ନାକଟିଦେଉଳଠାରେ ଆୟୋଜିତ ସଭାରେ ବିରୋଧୀଙ୍କ…
Read More...

ଏହି ମାଛକୁ ଧରିଲେ ଲାଗିବ ୮୬୦ ଭୋଲ୍ଟ କରେଣ୍ଟ, ଚାଲିଯାଇପାରେ ଜୀବନ

ସମାଜଲାଇଭ ଡେସ୍କ: ପୃଥିବୀରେ ଅନେକ ପ୍ରକାର ମାଛ ପ୍ରଜାତି ରହିଛନ୍ତି। କିନ୍ତୁ ଏଠାରେ ଏପରି ଏକ ମାଛ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ହୁଏତ ଅନେକେ ଅଜଣା ରହିଥିବେ। ଏହି ମାଛ ଆମେ ଦୈନନ୍ଦିନ ଜୀବନରେ ଦେଖୁଥିବା…
Read More...

ଧୋନୀଙ୍କ ଅଫ ସ୍ପିନ୍‌‌ ବୋଲିଂ ଅଭ୍ୟାସ

ନୂଆଦିଲ୍ଲୀ: ମେ ୧୮ ତାରିଖରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍‌‌ସ (ସିଏସକେ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ ହେବ। ଏହି ମ୍ୟାଚ୍‌‌ ସ୍ଥିର କରିବ, କିଏ ୪ର୍ଥ ଦଳ ଭାବେ…
Read More...

ବାରିପଦା ସହରରେ ପଶିଲା ବାଘ

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦା ସହରକୁ ପଶି ଆସିଛି ବାଘ। ସହର ଭିତରକୁ ଏକ କଲରାପତରିଆ ବାଘ ପଶିଆସିଥିବା ସୂଚନା ମିଳିଛି। ବାଘଟି ସହର ନିକଟ ଭଞ୍ଜପୁର ଅଞ୍ଚଳରେ ବୁଲୁଥିବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିବା…
Read More...

ଖଲ୍ଲିକୋଟ ପ୍ରାକ୍‌ ନିର୍ବାଚନୀ ହତ୍ୟା ଘଟଣା: ରାସ୍ତାରୋକୋବେଳେ ପୁଲିସକୁ ପଥର ମାଡ଼, ୧୪୪ ଧାରା ଲାଗୁ

ଡେସ୍କ: ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗ୍ରାମରେ ନିର୍ବାଚନୀ ହିଂସାରୁ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଲାଗି ରହିଛି। ଗୁରୁବାର ସ୍ଥାନୀୟ ଲୋକେ ଥାନା ଆଗରେ ରାସ୍ତାରୋକୋ…
Read More...

୧୦ମ ପାସ୍‌, ହେଲେ ଛିଡ଼ା କରିଦେଲେ ୩ ହଜାର କୋଟିର କମ୍ପାନୀ

ସମାଜଲାଇଭ ଡେସ୍କ: ଶିକ୍ଷାଗତ ଯୋଗ୍ୟତା ମାତ୍ର ୧୦ମ ପାସ୍‌। ହେଲେ ବ୍ୟବସାୟରେ ସେ ପ୍ରବୀଣ। ଅଳ୍ପ ପାଠ ପଢ଼ିଥିବା ସତ୍ବେ ନିଜ ବୁଦ୍ଧି ବଳରେ ସେ ଛିଡ଼ା କରିଛନ୍ତି ୩ ହଜାର କୋଟିର କମ୍ପାନୀ। ଏହି ବ୍ୟକ୍ତି ଜଣକ ହେଉଛନ୍ତି…
Read More...

ସୁନା ନା ଶେୟାର ? ଜାଣନ୍ତୁ କେଉଁଥିରେ ନିବେଶ ଦେଉଛି ସର୍ବାଧିକ ରିଟର୍ନ

ନୂଆଦିଲ୍ଲୀ: ଅର୍ଥ ନିବେଶ କରି ଅଧିକ ରିଟର୍ନ ବା ଲାଭ ପାଇବାକୁ ସମସ୍ତେ ଇଚ୍ଛୁକ ଥାଆନ୍ତି। କିନ୍ତୁ କେଉଁ କ୍ଷେତ୍ରରେ ନିବେଶ କଲେ ଅଧିକ ରିଟର୍ନ ମିଳିବ ତାହା ଅନେକେ ବୁଝିପାରି ନ ଥାନ୍ତି। କେହି କେହି ଶେୟାର…
Read More...

ଫୁଟବଲରୁ ସନ୍ନ୍ୟାସ ନେବେ ସୁନୀଲ ଛେତ୍ରି, ଏହି ଦିନ ଗ୍ରହଣ କରିବେ ଅବସର

ନୂଆଦିଲ୍ଲୀ: ଭାରତର ଫୁଟବଲ ଆଇକନ୍‌ ସୁନୀଲ ଛେତ୍ରି ଖୁବଶୀଘ୍ର ଅବସର ଗ୍ରହଣ କରିବେ। ଏ ନେଇ ସେ ଗୁରୁବାର ଘୋଷଣା କରିଛନ୍ତି। କୁଏତ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍‌ ଯୋଗ୍ୟତା ମ୍ୟାଚ ପରେ ସୁନୀଲ…
Read More...

ପ୍ରଧାନମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ; ‘ମୁସଲମାନଙ୍କ ପାଇଁ ପୃଥକ ବଜେଟ ଚାହୁଁଥିଲା କଂଗ୍ରେସ’

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ମୁସଲମାନଙ୍କ ପାଇଁ ପୃଥକ ବଜେଟ କରିବାକୁ ଚାହୁଁଥିଲା ବୋଲି ମୋଦୀ ଏକ ନିର୍ବାଚନୀ ସଭାରେ ଅଭିଯୋଗ…
Read More...

‘ଜୁନ ୫ରେ ବିଜେପି ଭାଙ୍ଗିଯିବ, ମୋଦୀ ଆଉ ପ୍ରଧାନମନ୍ତ୍ରୀ ରହିବେନି’

ନୂଆଦିଲ୍ଲୀ:  ଆସନ୍ତା ଜୁନ ୫ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି) ଦୁଇଫାଳ ହୋଇଯିବ। ନରେନ୍ଦ୍ର ମୋଦୀ ଆଉ ଦେଶର ପ୍ରଧାନମନ୍ତ୍ରୀ ରହିବେ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଶିବ ସେନା (ୟୁବିଟି) ମୁଖ୍ୟ ଉଦ୍ଧବ…
Read More...

ପିପିଲି ଆଗ୍ରୋ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି: ପୁରୀ ଜିଲା ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡାବଜାରସ୍ଥିତ ଓଡ଼ିଶା କୃଷି ଶିଳ୍ପ ନିଗମର ଜିଲା ପରିଚାଳକଙ୍କ କାର୍ଯ୍ୟାଳୟର ମହିଳା କର୍ମଚାରୀ ସ୍ନେହପ୍ରଭା ମିଶ୍ର(୩୮)ଙ୍କୁ ବୁଧବାର ଅପରାହ୍ନରେ କାର୍ଯ୍ୟାଳୟ…
Read More...

ଜୁଲାଇରୁ ବିଜୁଳି ବିଲ୍‌ ଆସିବନି: ରାଉରକେଲାରେ ପ୍ରଚାର ବେଳେ ପୁଣି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆସନ୍ତା ଜୁଲାଇରୁ ବିଜୁଳି ବିଲ୍‌ ଆସିବନି। ବିଜେଡି ସରକାର ବିଜୁଳ ମାଗଣା ଦେବ ବୋଲି ବୋଲି ରାଉରକେଲାରେ ବୁଧବାର ହାଇଭୋଲଟେଜ୍‌ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।…
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ଝିଅ ୩ ହଜାର କୋଟିର ମାଲିକ !, ଏକ୍ସ’ରେ ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ଝିଅ ମିରାୟା ଗାନ୍ଧୀ ୩୦୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ବୋଲି ସୋସିଆଲ ମିଡିଆ ଏକ୍ସ’ରେ ହୋଇଥିବା ଏକ ପୋଷ୍ଟରେ…
Read More...

ପିୟୁସି ନ ଥିଲେ ପେଟ୍ରୋଲ ଦିଆଯିବା ଅନୁଚିତ; ସୁପ୍ରିକୋର୍ଟରେ ଯୁକ୍ତି ବାଢ଼ିଲେ ସଲିସିଟର ଜେନେରାଲ

ନୂଆଦିଲ୍ଲୀ: ଭାରତରେ ଗଡୁଥିବା ଯାନବାହନ ମଧ୍ୟରୁ ୫୫ ପ୍ରତିଶତ ଗାଡ଼ିର ବୀମା ନାହିଁ। ସରକାରଙ୍କ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଥିବା ସୁପ୍ରିମକୋର୍ଟରେ କୁହାଯାଇଛି। ପିୟୁସି (ବାହନ ପ୍ରଦୂଷଣ…
Read More...

ଚବାହାର ଚୁକ୍ତିକୁ ନେଇ ଆମେରିକାର ଧମକ ପରେ ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଇରାନର ଚବାହାର ବନ୍ଦରରେ କାର୍ଯ୍ୟ କରିବାକୁ ଭାରତ ଏବଂ ଇରାନ ମଧ୍ୟରେ ୧୦ ବର୍ଷୀୟ ଚୁକ୍ତି ହେବା ପରେ ଆମେରିକାକୁ ଝଟ୍‌କା ଲାଗିଛି। ଏହି ପରିପ୍ରେକ୍ଷୀରେ ଆମେରିକା ଭାରତକୁ ଧମକ ଦେବା ଆରମ୍ଭ କରିଥିବାବେଳେ…
Read More...

ଅଧିକ ସନ୍ତାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଧିକ ସନ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟୀକରଣ ଦେଇଛନ୍ତି। ନିର୍ବାଚନୀ ରାଲିରେ ସେ ଦେଇଥିବା ମନ୍ତବ୍ୟର ଭିନ୍ନ ଅର୍ଥ ବାହାର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଧିକ…
Read More...

ଲଣ୍ଡନରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ହତ୍ୟା

ଲଣ୍ଡନ: ଲଣ୍ଡନରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ହତ୍ୟା କରାଯାଇଛି। ମହିଳାଙ୍କ ବୟସ ୬୬ ବର୍ଷ। ସେ ବସ୍‌ଷ୍ଟପ୍‌ରେ ବସ୍‌କୁ ଅପେକ୍ଷା କରି ରହିଥିବାବେଳେ ଜଣେ ୨୨ ବର୍ଷୀୟ ଯୁବକ ତାଙ୍କୁ ଛୁରି ଭୁଷି ହତ୍ୟା…
Read More...

୧୮୦୦ ଫୁଟ ଖଣି ଗର୍ତ୍ତରେ ୧୧ ଘଣ୍ଟା ଫସିରହିଲେ ୧୪ ଅଧିକାରୀ, ଲିଫ୍ଟ ଚେନ୍‌ ଛିଣ୍ଡିବାରୁ ଖସିପଡ଼ିଥିଲେ

ଜୟପୁର: ରାଜସ୍ଥାନର ଝୁନ୍‌ଝୁନୁ ଜିଲା ଅନ୍ତର୍ଗତ ହିନ୍ଦୁସ୍ତାନ କପର୍‌ ଲିମିଟେଡ୍‌ର କୋଲିହାନ ଖଣିରେ ମଙ୍ଗଳବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଖଣି ଲିଫ୍ଟରେ ଯାଉଥିବା ୧୪ ଜଣ ଅଧିକାରୀ ଚେନ୍‌ ଛିଣ୍ଡିଯିବାରୁ…
Read More...

ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ଆକ୍ରମଣ ମାମଲା, ଗିରଫ ହେଲେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ପିଣ୍ଟୁ

ବ୍ରହ୍ମପୁର: ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ମଙ୍ଗଳବାର ଗିରଫ କରିଛି ପୁଲିସ। ଶିବଶଙ୍କର ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ…
Read More...

ବାବା ରାମଦେବଙ୍କୁ ପ୍ରଶଂସା କଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ମଙ୍ଗଳବାର ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା…
Read More...

ରାଜଧାନୀରେ ଛାତିଥରା ଘଟଣା; ଟୋଲ ପ୍ଲାଜାରେ ଗାଡ଼ି ଅଟକାଇବାରୁ ମହିଳା କର୍ମଚାରୀଙ୍କ ଉପରେ ଚଢ଼ାଇଦେଲେ କାର୍‌

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏକ ଟୋଲ ପ୍ଲାଜାରେ ଗାଡ଼ିକୁ ଅଟକାଇବାରୁ ମହିଳା କର୍ମଚାରୀଙ୍କ ଉପରେ ଡ୍ରାଇଭର କାର୍‌ ଚଢ଼ାଇ ଫେରାର ହୋଇଯାଇଛନ୍ତି। ଟୋଲ ପ୍ଲାଜାରେ ଲାଗିଥିବା…
Read More...

ମୋବାଇଲ ବାଲାନ୍ସରୁ ଟିକସ କାଟୁଛନ୍ତି ଏହି ଦେଶର ସରକାର

ସମାଜଲାଇଭ ଡେସ୍କ: ପ୍ରତ୍ୟେକ ଦେଶରେ ସରକାର ନିଜର ଆୟ ବୃଦ୍ଧି ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜନସାଧାରଙ୍କଠାରୁ ଟିକସ ଆଦାୟ କରିଥାନ୍ତି। କିନ୍ତୁ ପାକିସ୍ତାନ ସରକାର ଏବଂ ଜନସାଧାରଣ ଏଭଳି ଦୁର୍ଦ୍ଦିନରେ ଗତି…
Read More...

ରେଳଧାରଣାରୁ ଏବିଡିଓଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣା: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନିସଙ୍ଗପୁର ବାସିନ୍ଦା ତଥା ହରିଚନ୍ଦନପୁର ବ୍ଲକର ଏବିଡିଓ ଭାବେ କାର୍ଯ୍ୟ କରୁଥିବା ବିଦୁଭୂଷଣ ଜେନାଙ୍କର କ୍ଷତବିକ୍ଷତ ମୃତଦେହ ହରିଚନ୍ଦନପୁର ନିକଟ ରେଳ ଧାରଣା କଡରୁ ଉଦ୍ଧାର…
Read More...

ଆମେରିକୀୟ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ: ‘ଗାଜାରେ ପରମାଣୁ ବୋମା ପକାଇବାକୁ ଇସ୍ରାଏଲକୁ ଅନୁମତି ମିଳିବା ଉଚିତ’

ନ୍ୟୁୟର୍କ: ଆମେରିକାର ଜଣେ ସାଂସଦ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। ଗାଜାରେ ପରମାଣୁ ବୋମା ପକାଇବାକୁ ଇସ୍ରାଏଲକୁ ଅନୁମତି ଦିଆଯିବା ଦରକାର ବୋଲି ରିପବ୍ଲିକାନ୍‌ ପାର୍ଟି ସାଂସଦ ଲିଣ୍ଡେସେ…
Read More...

ଜଳପ୍ରପାତରେ ଗୋଡ଼ ଖସି ୨ ବନ୍ଧୁଙ୍କ ମୃତ୍ୟୁ

ପଟ୍ଟାଙ୍ଗି: ଭୋଟ ଦେଇ ଫେରିବା ବେଳେ ପର୍ଯ୍ୟଟନସ୍ଥଳୀ ବୁଲିବା ଦୁଇ ବନ୍ଧୁଙ୍କ ପାଇଁ କାଳ ହୋଇଛି। ଜଳପ୍ରପାତରେ ଗାଧୋଇବାକୁ ଯିବା ସମୟରେ ଗୋଡ଼ ଖସିଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ଅଞ୍ଚଳରେ…
Read More...

କଂଗ୍ରେସ ଓଡ଼ିଶାର ଝିଅ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛି: ମୋଦୀ

ବରଗଡ଼: ଓଡ଼ିଶାରେ ସରକାର କିଏ ଚଳାଉଛି ? ଏଠାରେ ସିଏମ(ମୁଖ୍ୟମନ୍ତ୍ରୀ)ଙ୍କ ଉପରେ ଜଣେ  ସୁପର୍‌ ସିଏମ୍‌ ଅଛନ୍ତି। କିନ୍ତୁ ଏଥର ବିଜେପି ସରକାର ଗଠନ କଲେ ଓଡ଼ିଆ ପୁଅଝିଅଙ୍କ ହାତରେ ଓଡ଼ିଶାର ଶାସନ କ୍ଷମତା ରହିବ ବୋଲି…
Read More...

ପ୍ରଧାନମନ୍ତ୍ରୀଙ୍କ ଚାଲେଞ୍ଜର ଜବାବ ଦେଲେ ପାଣ୍ଡିଆନ

ସମାଜଲାଇଭ୍‌ ଡେସ୍କ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହାକୁ ପାଳନ କରନ୍ତି ନାହିଁ। ଓଡ଼ିଶାରେ ନବୀନ ସରକାର ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି। ବିଜେପିର ଡବଲ ଇଞ୍ଜିନ…
Read More...

ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ମିଳିଲା ୭ କୋଟି

ଗୋଦାବରୀ: ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୭ କୋଟି ଟଙ୍କା ଜବତ ହୋଇଛି। ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲାରେ ଏହି ଘଟଣା ସାମ୍ନାକୁ ଆସିଛି। ପେଟି ଭିତରେ ଅତି ସାବଧାନତାର ସହିତ ଟଙ୍କାକୁ ପ୍ୟାକ୍‌ କରାଯାଇଥିଲା। ତେବେ ଏହି…
Read More...

ପାକ୍‌ ସୀମା ଜଗିବ ହର୍ମିସ-୯୦୦

ନୂଆଦିଲ୍ଲୀ: ଏଣିକି ପାକିସ୍ତାନୀ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ ଉପରେ ରୋକ୍‌ ଲାଗିବ। ସୀମାନ୍ତ ଅଞ୍ଚଳ ଉପରେ କଡ଼ା ନଜର ରଖିବ ହର୍ମିସ-୯୦୦। ଏହା ହେଉଛି ଏକ ସର୍ଭେଲାନ୍ସ ଡ୍ରୋନ। ଖୁବଶୀଘ୍ର ଭାରତୀୟ ସେନାରେ ଏହି…
Read More...

‘ମୁଖ୍ୟମନ୍ତ୍ରୀ ବିନା କାଗଜରେ ୩୦ ଜିଲାର ନାଁ କୁହନ୍ତୁ’…ଫୁଲବାଣୀରୁ ଚାଲେଞ୍ଜ କଲେ ମୋଦୀ

ଫୁଲବାଣୀ: ଫୁଲବାଣୀରେ ଅନୁଷ୍ଠିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଏବଂ ବିଜେଡିକୁ ସିଧାସଳକ ଟାର୍ଗେଟ କରିଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…
Read More...

ନିର୍ବାଚନୀ ଶେଭାଯାତ୍ରାକୁ ନେଇ ଗଣ୍ଡଗୋଳ, ୪ଆହତ

ଧାମରା: ଚାନ୍ଦବାଲି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଲାଗି ବାଇକ୍‌ ଶୋଭାଯାତ୍ରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ୪ ଜଣ ଆହତ ହୋଇଥିବାବେଳେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା…
Read More...

ଦଳ ଛାଡିଲେ ବିଜେଡିର କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ

ଫୁଲବାଣୀ: ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ କନ୍ଧମାଳରେ ବିଜେଡିକୁ ଝଟକା ଲାଗିଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ପ୍ରମୁଖ ମହିଳା ନେତ୍ରୀ ଅନିମା କହଁର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା…
Read More...

ଫୁଲବାଣୀରେ ପ୍ରସିଦ୍ଧ ନାରାୟଣୀ ଯାତ୍ରା ଆରମ୍ଭ

ଫୁଲବାଣୀ: ପରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା। ଶୁକ୍ରବାର ସକାଳେ ପାର୍ଶ୍ବଦେବୀ ମା ବରାଳଦେବୀ, ମା’ ବ୍ୟାଘ୍ରଦେବୀ, ମା’ ବ୍ରାହ୍ମଣଦେବୀ ଓ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ମହିଳା ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ନାମ ମାମଲା ବିଷୋୟୀ ଏବଂ ତାଙ୍କ ଘର ଆସିକା ଅଞ୍ଚଳରେ। ସେ ଅର୍ଥନୀତିର ୨ୟ‌ ବର୍ଷର…
Read More...

ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ୨ ବ୍ଲକ ଅଧ୍ୟକ୍ଷା, ସମିତି ସଭ୍ୟ

କଣ୍ଟାବାଞ୍ଜି: ନିଜ ନିଜ ସମର୍ଥକମାନଙ୍କ ସହିତ ବିଜେଡିରେ ଯୋଗଦେଇଛନ୍ତି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ୨ ଜଣ ବ୍ଲକ ଅଧ୍ୟକ୍ଷା ଓ ସମିତି ସଭ୍ୟ। ଭୁବନେଶ୍ବର ଶଙ୍ଖ ଭବନଠାରେ ଏହି ମିଶ୍ରମ ପର୍ବ ଅନୁଷ୍ଠିତ ହୋଇଥିଲା।…
Read More...

ଗଣତନ୍ତ୍ରର ସୁନ୍ଦର ଦୃଶ୍ୟ: ପରସ୍ପରଙ୍କୁ ଆଲିଙ୍ଗନ କଲେ ବବି-ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଚଳିତ ନିର୍ବାଚନରେ ହଟ୍‌ ସିଟ୍‌ ରୂପେ ପରିଗଣିତ ହେଉଥିବାବେଳେ ଜାତୀୟସ୍ତରରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ରାଜ୍ୟରେ ୨ ପ୍ରମୁଖ ଦଳ ବିଜେପି ଓ ବିଜେଡିର…
Read More...

ଦଳ ପାଇଁ ଆସୁଥିଲା ୨୫ ଲକ୍ଷ, ଛଡ଼ାଇନେଲେ ଲୋକେ !

ଲକ୍ଷ୍ମୀପୁର: ନିର୍ବାଚନ ପୁର୍ବରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ତୁତୁ ମେମେ ଜାରି ରହିଛି। ବିଜେଡିର ଏକ ପ୍ରଚାର ଗାଡିରେ ୨୫ ଲକ୍ଷ ଟଙ୍କା ବଣ୍ଟା ହେବାକୁ…
Read More...

ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇ ଆଶାକର୍ମୀ ନିଲମ୍ବିତ

ବୌଦ୍ଧ: ବୌଦ୍ଧ ଜିଲାରେ ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇଥିବାରୁ ପୁଣି ଜଣେ ଆଶା କର୍ମୀଙ୍କୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଜେ.ସୋନାଲ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ମିଳିଥିବା ସୁଚନା…
Read More...

ପିଡ଼ିଆ ଜଙ୍ଗଲରେ ଗୁଳିବିନିମୟ, ୮ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ଗୁଳିବିନିମୟ ଘଟିଛି। ଏଥିରେ ୮ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ର ପିଡ଼ିଆ ଜଙ୍ଗଲରେ ଏହି…
Read More...

କେଜ୍ରିୱାଲଙ୍କ ଜାମିନକୁ ନେଇ ଇଣ୍ଡିଆ ବ୍ଲକ ସଦସ୍ୟଙ୍କ ଭିନ୍ନ ମତ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ଦେବା ପରେ ଏହାକୁ ନେଇ ଇଣ୍ଡିଆ ବ୍ଲକ ଦୁଇଭାଗରେ…
Read More...

ଟ୍ରେନ, ବିମାନ ଟିକେଟ ବୁକିଂ ସହଜ କରିବ ଏହି ନୂଆ ଆପ୍, ଜାଣନ୍ତୁ କିପରି କରିବେ ବୁକ୍‌

ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରେନ ଏବଂ ବିମାନ ଯାତ୍ରୀମାନେ ଟିକେଟ ବୁକିଂ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ସେମାନେ ସାଇବର କାଫେ୍‌ କିମ୍ବା ଅନ୍ୟମାନଙ୍କ ସହାୟତା ଲୋଡ଼ିଥାନ୍ତି। କିନ୍ତୁ ଏଥିପାଇଁ ଆଉ…
Read More...

ଆଜି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…
Read More...

ସର୍ବସମ୍ମୁଖରେ ରାହୁଲଙ୍କୁ ଦୁର୍ବ୍ୟବହାର କଲେ ଏଲଏସଜି ମାଲିକ, ପୂର୍ବରୁ ଧୋନୀଙ୍କ ସହ ବି ଏମିତି କରିଥିଲେ

ନୂଆଦିଲ୍ଲୀ: ଲାଇଭ ଟିଭିରେ ସାରା ଦୁନିଆ ସାମ୍ନାରେ କେ. ଏଲ. ରାହୁଲଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ (ଏଲଏସଜି) ମାଲିକ ତଥା ବିଶିଷ୍ଟ ବ୍ୟବସାୟୀ ସଞ୍ଜୀବ ଗୋଏଙ୍କା। ବୁଧବାର…
Read More...

ଛୁଟିରେ ଯାଇଥିବା ୨୫ କର୍ମଚାରୀଙ୍କୁ ବିଦା କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଅସୁସ୍ଥତା କାରଣ ଦର୍ଶାଇ ସମୂହ ଛୁଟିରେ ରହିଥିବା ଶତାଧିକ କର୍ମଚାରୀଙ୍କ ମଧ୍ୟରୁ ୨୫ କର୍ମଚାରୀଙ୍କୁ ବିଦା କରିଛି ଏୟାର ଇଣ୍ଡିଆ। ଏହି କର୍ମଚାରୀମାନେ ଏକକାଳୀନ ଛୁଟିରେ ରହିବା କାରଣରୁ ଗତ ବୁଧବାର ଏୟାର…
Read More...

କାଳ ହେଲା ପାଇଖାନା ଟାଙ୍କି ସଫେଇ, ଚାଲିଗଲା ୪ ଜୀବନ

ଲକ୍ଷ୍ନୌ: ପାଇଖାନା ଟାଙ୍କି ସଫା କରୁଥିବାବେଳେ ଚାଲିଗଲା ୪ ଜଣଙ୍କ  ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଚନ୍ଦୌଲି ଜିଲା ଅନ୍ତର୍ଗତ କୋତୱାଲି ଅଞ୍ଚଳରେ। ପାଇଖାନା ଟାଙ୍କି ସଫା କରିବା ସମୟରେ…
Read More...

ସାବାଡ଼ ହେବେ ଅନ୍‌ଲାଇନ ଠକ, ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ସାବାଡ଼ ହେବେ ଅନଲାଇନ ଠକ। ମୋବାଇଲ ଉପଭୋକ୍ତାଙ୍କୁ ବେନାମୀ ନମ୍ବରରୁ ଲିଙ୍କ୍‌ ପଠାଇ କିମ୍ବା କଲ୍‌ କରି ଓଟିପି ନେଇ ଠକେଇ କରୁଥିବା ସାଇବର ଅପରାଧୀଙ୍କୁ ସାବାଡ଼ କରିବାକୁ ପଦକ୍ଷେପ ନେଇଛନ୍ତି…
Read More...

ଦକ୍ଷିଣ ଭାରତୀୟଙ୍କ ପ୍ରତି ଜାତିଗତ ଆକ୍ଷେପ କରି ବିବାଦରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା

ନୂଆଦିଲ୍ଲୀ: କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ବିବାଦ ଘେରକୁ ଆସିଛନ୍ତି। ଏଥର ସେ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କରି ସମାଲୋଚନାର ଶିକାର ହୋଇଛନ୍ତି। ଭାରତର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା…
Read More...

ଖରାପ ଅମ୍ପାୟାରିଂ ପାଇଁ ବଦନାମ ହେଉଛି ଆଇପିଏଲ !

ସମାଜଲାଇଭ ଡେସ୍କ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ବିଶ୍ଵର ସବୁଠୁ ମହଙ୍ଗା ଟି-୨୦ କ୍ରିକେଟ୍‌ ଲିଗ୍‌। ବିଶ୍ଵ କ୍ରିକେଟର ବଡ଼ ବଡ଼ ଖେଳାଳି ଏହି ଟୁର୍ନାମେଣ୍ଟ ପାଇଁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ନିଲାମ…
Read More...

ବଜାରକୁ ଆସିଲା ଆପଲ୍‌ର ୨ଟି ନୂଆ ଉତ୍ପାଦ, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ ଓ ମୂଲ୍ୟ…

ସମାଜଲାଇଭ୍‌ ଡେସ୍କ: ଦାମୀ ମୋବାଇଲ ଫୋନ୍‌ ନିର୍ମାତା କମ୍ପାନୀ ଆପଲ୍‌ ଏହାର ୨ଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଇଛି। ତାହା ହେଉଛି iPad Air ଏବଂ iPad Pro। କମ୍ପାନୀର ଏହା ଚଳିତବର୍ଷର ପ୍ରଥମ ନୂଆ ଉତ୍ପାଦ,…
Read More...

ବିଶ୍ଵବଜାରରୁ କରୋନା ଟିକା ଫେରାଇନେବା ଆରମ୍ଭ କଲା ଆଷ୍ଟ୍ରାଜେନେକା

ନୂଆଦିଲ୍ଲୀ: ସାରା ବିଶ୍ଵରୁ କରୋନା ଟିକା ‘ଭାକ୍ସେଭେରିଆ’ ଫେରାଇନେବା ଆରମ୍ଭ କରିଛି ଆଷ୍ଟ୍ରାଜେନେକା । କମ୍ପାନୀ ଦ୍ବାରା ପ୍ରସ୍ତୁତ ଟିକାର ପାର୍ଶ୍ବପ୍ରତିକ୍ରିୟା ରହିଥିବା ନେଇ ବିବାଦ ଉଠିବା ପରେ କମ୍ପାନୀ କୋର୍ଟରେ…
Read More...

ଫ୍ରାନ୍ସରେ ପହଞ୍ଚିଲେ ଜିନ୍‌ପିଙ୍ଗ, ପ୍ୟାରିସରେ ‘ତିବ୍ବତକୁ ମୁକ୍ତ କର’ ନାରା

ପ୍ୟାରିସ: ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଫ୍ରାନ୍ସ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି। ଏହି ସମୟରେ ଉଭୟ ଫ୍ରାନ୍ସ ଏବଂ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସମେତ ଅନ୍ୟ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ…
Read More...

ଅହମ୍ମଦାବାଦର ଏକାଧିକ ସ୍କୁଲକୁ ବୋମା ଧମକ, ମେଲ୍‌ ପଛରେ ଋଷ ଲିଙ୍କ୍‌ !

ଅହମ୍ମଦାବାଦ: ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମା ଧମକ ମିଳିବା ପରେ ଗୁଜରାଟର ଅହମ୍ମଦାବାଦର ବହୁ ସ୍କୁଲକୁ ଅନୁରୂପ ଧମକପୂର୍ଣ୍ଣ ମେଲ୍‌ ମିଳିଛି। ଏହା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଧମକପୂର୍ଣ୍ଣ…
Read More...

‘ରାମ ମନ୍ଦିର ଯିବାରୁ କଂଗ୍ରେସ ମୋତେ ଘୃଣା କଲା’

ନୂଆଦିଲ୍ଲୀ: ‘ରାମ ମନ୍ଦିର ଯିବାରୁ କଂଗ୍ରେସ ମୋ​‌ତେ ଘୃଣା କରିବା ଆରମ୍ଭ କଲା। ସେଥିପାଇଁ ମୁଁ ଦଳ ଛାଡ଼ିଲି ।’ କଂଗ୍ରେସ ବିରୋଧରେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଦଳର ପୂର୍ବତନ ମୁଖପାତ୍ର ରାଧିକା ଖେରା ।…
Read More...

ଅଡୁଆରେ ରାହୁଲ ଗାନ୍ଧୀ, କାର୍ଯ୍ୟାନୁଷ୍ଠାନ ଦାବି କଲେ ୧୮୧ କୁଳପତି ଓ ପୂର୍ବତନ କୁଳପତି

ନୂଆଦିଲ୍ଲୀ: ପୁଣି ଥରେ ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ଏଥର କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ବିଶ୍ଵବିଦ୍ୟାଳୟରେ କୁଳପତି ନିଯୁକ୍ତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ସେ ବିବାଦ…
Read More...

ଭାରତରେ ଖୁବଶୀଘ୍ର ଚାଲିବ ଏୟାର ଟ୍ୟାକ୍ସି, ଜାଣନ୍ତୁ କେଉଁ ସହରରେ ମିଳିବ ସେବା, କେତେ ରହିଛି ଭଡ଼ା…

ଡେସ୍କ: କାର୍‌ ଟାକ୍ସି ଭଳି ଭାରତରେ ଖୁବଶୀଘ୍ର ଆରମ୍ଭ ହେବ ଏୟାର ଟ୍ୟାକ୍ସି ସେବା। ଏହା ଫଳରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଭାରତର ଅଳ୍ପ…
Read More...

ମନ୍ତ୍ରୀଙ୍କ ଘନିଷ୍ଠ ସଚିବଙ୍କ ସହାୟକ ଘରୁ ୨୦ କୋଟିରୁ ଊର୍ଦ୍ଧ୍ବ ଜବତ

ରାଞ୍ଚି: ଝାଡ଼ଖଣ୍ଡ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲମଙ୍କ ଜଣେ ଘନିଷ୍ଠ ତଥା ତାଙ୍କ ସଚିବ ସଞ୍ଜୀବ କୁମାର ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ୨୦ କୋଟି ଟଙ୍କାରୁ ଅଧିକ ଅର୍ଥ ଜବତ ହୋଇଛି। ସୋମବାର ସକାଳେ…
Read More...

ଆଗାମୀ ୫ ବର୍ଷରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’: ରାଜନାଥ

ତିରୁପତି: ଏନଡିଏ ପୁଣି ଥରେ ସରକାର ଗଢ଼ିଲେ ଆଗାମୀ ୫ ବର୍ଷ ମଧ୍ୟରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ନୀତି କାର୍ଯ୍ୟକାରୀ ହେବ। ଆନ୍ଧ୍ରପ୍ରଦେଶର ତିରୁପତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଦଳୀୟ ପ୍ରଚାର ସଭାରେ…
Read More...

ଟି-୨୦ ବିଶ୍ଵକପକୁ ଆତଙ୍କବାଦୀଙ୍କ ଧମକ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ପୁରୁଷ ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ ମିଳିଛି  । ଏହି କ୍ରିକେଟ ମହାକୁମ୍ଭର ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଉତ୍ତର ପାକିସ୍ତାନର ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି। ଏହି ଧମକ…
Read More...

ମୋବାଇଲ କଲିଂରେ ଆସୁଛି ନୂଆ ଫିଚର, ଠକେଇରୁ ବର୍ତ୍ତିବେ ଉପଭୋକ୍ତା

ଡେସ୍କ: ମୋବାଇଲ୍‌ କଲିଂରେ ସରକାର ଦିନକୁ ଦିନ ନୂଆ ପରିବର୍ତ୍ତନ ଆଣୁଛନ୍ତି । ଏବେ ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଏକ ନୂତନ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାକୁ ନେଇ ଟ୍ରାଇ ତରଫରୁ…
Read More...

କାନାଡ଼ା ବିନା ପ୍ରମାଣରେ ଭାରତକୁ ଦୋଷାରୋପ କରୁଛି: ଜୟଶଙ୍କର

ଭୁବନେଶ୍ଵର: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡ଼ା ପୁଲିସ ୩ ଭାରତୀୟଙ୍କୁ ଗିରଫ କରିବା ସହିତ ଘଟଣାରେ ଭାରତ ସରକାରଙ୍କ ସମ୍ପୃକ୍ତି ରହିଥିବା ନେଇ ପୁନର୍ବାର ଅଭିଯୋଗ କରିଛି। ତେବେ…
Read More...

ରାହୁଲଙ୍କ ପ୍ରାର୍ଥିପତ୍ର ଖାରଜ ଦାବି, ଫେରାଦ ହେଲେ ପ୍ରତିଦ୍ବନ୍ଦ୍ବୀ

ନୂଆଦିଲ୍ଲୀ: ଅନେକ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିନ୍ତୁ ଏବେ ତାଙ୍କ ବିରୋଧରେ ଫେରାଦ ହୋଇଛନ୍ତି…
Read More...

ଭାରତୀୟ ଅଞ୍ଚଳକୁ ନିଜର ଦର୍ଶାଇ ନୋଟ୍‌ରେ ଛାପିଲା ନେପାଳ

ନୂଆଦିଲ୍ଲୀ: ଭାରତର କିଛି ଅଞ୍ଚଳକୁ ନେପାଳ ନିଜର ନୂଆ ନୋଟ୍‌ରେ ଛାପିଛି। ଏହାର ଅର୍ଥ ଭାରତର ଅଞ୍ଚଳକୁ ନେପାଳ ନିଜର ବୋଲି ନୋଟ୍‌ରେ ଦର୍ଶାଇଛି। ଗତ ଶୁକ୍ରବାର ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍‌…
Read More...

ଦିଲ୍ଲୀ ମେଟ୍ରୋରେ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ, ସୋସିଆଲ ମିଡିଆରେ ଦୁଃଖ ବଖାଣି ପୁଲିସ ସହାୟତା ମାଗିଲେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ କରାଯାଇଥିବା ନେଇ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁରୁଷ ଏଭଳି କାଣ୍ଡ କରିଥିବା ନାବାଳକ ଜଣକ ସୋସିଆଲ ମିଡିଆରେ ଏକ…
Read More...

ପୁଣି ଭାରତ ଉପରକୁ ଅଙ୍ଗୁଳି ଉଠାଇଲା କାନାଡ଼ା

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ କାନାଡ଼ା ପୁଣି ଥରେ ଭାରତ ଉପରକୁ ଅଙ୍ଗୁଳି ଉଠାଇଛି। ଏହି ମାମଲାରେ କାନାଡ଼ା ପୁଲିସ ୩ ସନ୍ଦିଗ୍ଧଙ୍କୁ ଗିରଫ କରିବା ପରେ ଭାରତ ସେମାନଙ୍କୁ…
Read More...

ରାଜ୍ୟପାଳଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ; ପୁଲିସ, ମନ୍ତ୍ରୀଙ୍କୁ ରାଜଭବନ ମନା

କଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ (ଟିଏମସି)…
Read More...

ଶତ୍ରୁତା ସତ୍ୱେ ଭାଇଚାରାରେ ବାନ୍ଧିହୋଇଛନ୍ତି ଆମେରିକା-ଋଷ ସୈନ୍ୟ

ଡେସ୍କ: ଆମେରିକା ଏବଂ ଋଷ ପରସ୍ପରର ଶତ୍ରୁ ରାଷ୍ଟ୍ର ବୋଲି କାହାକୁ ଅଛପା ନାହିଁ। ୟୁକ୍ରେନ ଯୁଦ୍ଧ ପରଠାରୁ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି। ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ…
Read More...

‘ରାହୁଲଙ୍କ ତୁଳନାରେ ମୋଦୀ ଭଲ’

ନୂଆଦିଲ୍ଲୀ: ରାହୁଲଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀ। ଅଳ୍ପ କିଛି ଦୃଷ୍ଟିକୋଣକୁ ବାଦ୍‌‌ ଦେଲେ ଅନ୍ୟ କ୍ଷେତ୍ରରେ…
Read More...

ରାଏବରେଲୀରୁ ପ୍ରାର୍ଥୀ ହେଲେ ରାହୁଲ, ଆମେଥିରୁ ଲଢ଼ିବେ କିଶୋରୀଲାଲ

ଲକ୍ଷ୍ନୌ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଛି। ଗତ ନିର୍ବାଚନରେ ରାହୁଲ ଆମେଥିରୁ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିଲେ। ତେଣୁ ଏଥର ସେ ଆମେଥି…
Read More...

ଋାହୁଲଙ୍କୁ ପ୍ରଶଂସା କଲେ ପାକ୍‌‌ ନେତା, ମୋଦୀ କହିଲେ- କଂଗ୍ରେସ ପାକିସ୍ତାନର ପ୍ରଶଂସକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନୀ ନେତା ପ୍ରଶଂସା କରିବା ପରେ ବିଜେପି ଏହି ଦଳକୁ କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କଂଗ୍ରେସ ହେଉଛି ପାକିସ୍ତାନର…
Read More...

ବିଦା ହେଲେ ୨୨୩ କର୍ମଚାରୀ, ବେଆଇନ ଭାବେ ନିଯୁକ୍ତି ଦେଇଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନର ୨୨୩ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ଏ ସଂକ୍ରାନ୍ତରେ ଉପରାଜ୍ୟପାଳ ଭି.କେ. ସକ୍‌‌ସେନାଙ୍କ ଆଦେଶ ପରେ ତତ୍କାଳ ଏ ଦିଗରେ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ ମହିଳା…
Read More...

ଦିନେ ମୋଦୀଙ୍କ ପ୍ରଶଂସକ ଥିଲେ, ଏବେ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଏହି ହାସ୍ୟାଭିନେତା

ନୂଆଦିଲ୍ଲୀ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ ଥିବା ଲୋକପ୍ରିୟ ହସ୍ୟାଭିନେତା ଶ୍ୟାମ ରଙ୍ଗିଲା ଏବେ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଉତ୍ତରପ୍ରଦେଶର ବାରାଣସୀ…
Read More...

ନିଜ ପ୍ରାର୍ଥୀଙ୍କୁ ‘ଶିବ’ଙ୍କ ସହ ତୁଳନା କଲେ କଂଗ୍ରେସ ଅଧ୍ୟକ୍ଷ, ବିଜେପି କହିଲା ନିର୍ଦିଷ୍ଟ ସମ୍ପ୍ରଦାୟକୁ ଖୁସି…

ନୂଆଦିଲ୍ଲୀ: ନିଜର ଜଣେ ପ୍ରାର୍ଥୀଙ୍କୁ ଭଗବାନ ଶିବଙ୍କ ସହ ତୁଳନା କରି ବିବାଦ ଘେରକୁ ଆସିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଛତିଶଗଡ଼ର ଜଞ୍ଜଗିର-ଚମ୍ପା…
Read More...

ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ମନ୍ତ୍ରୀ

ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କର୍ନାଟକର ଜଣେ କଂଗ୍ରେସ ମନ୍ତ୍ରୀ। ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ଯୌନ ଶୋଷଣ ମାମଲାରେ ଛନ୍ଦି ହୋଇଥିବା ହସନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କ ସହ…
Read More...

୬୧ ଘଣ୍ଟା ପରେ ଖୋଲିଲା ସୋନୁ ସୁଦ୍‌ଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ, ଏକାଥରେ ଆସିଲା ୯ ହଜାର ମେସେଜ

ଅଭିନେତା, ପ୍ରଯୋଜକ ତଥା ମଡେଲ ସୋନୁ ସୁଦ୍‌ ପୁଣି ଥରେ ଚର୍ଚାକୁ ଆସିଛନ୍ତି। ଏଥର ଚର୍ଚାକୁ ଆସିବାର କାରଣ ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ, ଯାହା ଅଚାନକ ବ୍ଲକ ହୋଇଯାଇଥିଲା। ଏହି ଆକାଉଣ୍ଟ ୨ ଦିନରୁ ଅଧିକ ସମୟ ଧରି ବନ୍ଦ…
Read More...

ବିଜେପିରେ ଯୋଗଦେଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି। ଭୋଟଗ୍ରହଣର ଅବ୍ୟବହିତ ପୂର୍ବରୁ କଂଗ୍ରେସର ଇନ୍ଦୋର ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ବମ୍‌ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ବିଜେପି…
Read More...

ନୂଆ ଗେଟ୍‌ଅପ୍‌ରେ ପ୍ରଚାରକୁ ଓହ୍ଲାଇଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ଆମେଠି: ଦେଶରେ ନିର୍ବାଚନର ମାହୋଲ ଜାରି ରହିଥିବାବେଳେ ନେତା ଏବଂ ମନ୍ତ୍ରୀମାନେ ଦାମୀ ଗାଡ଼ିରେ ଶୋଭାଯାତ୍ରା କରି ପ୍ରଚାର କରୁଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରଚାର ସମୟରେ ଏକ ନୂଆ…
Read More...

ମଝି ଆକାଶରେ ଅଚଳ ହୋଇଗଲା ପାରା ମୋଟର, ୧୦୦ ଫୁଟ ଉଚ୍ଚରୁ ଖସି ୟୁଟ୍ୟୁବର ଗୁରୁତର ଆହତ; ଦେଖନ୍ତୁ ଭିଡିଓ

ଟେକ୍ସାସ: ସଉକ ଥିଲା ପାରା ଗ୍ଲାଇଡିଂ। ପାରା ଗ୍ଲାଇଡର୍‌ରେ ଆକାଶରେ ଉଡ଼ି ମନୋରମ ଦୃଶ୍ୟର ମଜା ନେଉଥିଲେ। କିନ୍ତୁ ମଝି ଆକାଶରେ ହଠାତ୍‌ ପାରା ମୋଟର ଖରାପ ହୋଇଯିବାରୁ ୧୦୦ ଫୁଟ ଉଚ୍ଚତାରୁ ଖସିପଡ଼ି ଗୁରୁତର ଆହତ…
Read More...

ଆଉ ବଜାରରେ ଦେଖିବାକୁ ମିଳିବନି କାଡ୍‌ବୁରୀ’ର ଏହି ଚକୋଲେଟ୍‌, ଉତ୍ପାଦନ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ: ଚକୋଲେଟ୍‌ ବ୍ରାଣ୍ଡଗୁଡ଼ିକ ମଧ୍ୟରେ କାଡ୍‌ବୁରୀ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଜନ୍ମଦିନ ହେଉ କି ଦିପାବଳୀ ଦଶହରା ବା ଭାଲେଣ୍ଟାଇନ୍ସ ଡେ ସବୁ ସମୟରେ କାଡ୍‌ବୁରୀ ଡେରିମିଲ୍ଲ ଚକୋଲେଟ୍‌କୁ ଯୁବପିଢ଼ି…
Read More...

ଜୀବନ ନେଇପାରେ ଏହି ମାରାତ୍ମକ କୀଟ, ସତର୍କ ରହିବାକୁ ପରାମର୍ଶ; ଦେଖନ୍ତୁ ଭିଡିଓ

ଏକ ନୂଆ ପ୍ରଜାତିର ପୋକ ବା କୀଟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଓଣ୍ଟାରିଓର ବାସିନ୍ଦା। ଏହି କୀଟ ଏତେ ମାରାତ୍ମକ ଯେ, ଏହାକୁ ଛୁଇଁବା ମାତ୍ରେ ମଣିଷ ଶରୀରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଏପରି କି ଏହି କୀଟରୁ ନିର୍ଗତ…
Read More...

ସୁରକ୍ଷା ଦେଲା ଭାରତୀୟ ନୌସେନା, ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଥିଲେ ହାଉତି ଆତଙ୍କୀ

ନୂଆଦିଲ୍ଲୀ: ରେଡ୍‌ ସି’ରେ ଯାଉଥିବା ଏକ ତୈଳ ଟ୍ୟାଙ୍କର ବୋଝେଇ ଜାହାଜ ଉପରେ ହାଉତି ଆତଙ୍କବାଦୀମାନେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଭାରତୀୟ ନୌସେନା ପକ୍ଷରୁ…
Read More...

ବେଙ୍ଗାଲୁରୁକୁ ବିଜୟ ଦେଲେ କୋହଲି, ଜ୍ୟାକ୍ସ

ଅହମ୍ମଦାବାଦ: ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରବିବାର ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଗୁଜରାଟ ଟାଇଟନ୍ସକୁ ୯ ୱିକେଟରେ ପରାସ୍ତ କରିଛି। ୱିଲ୍‌ ଜ୍ୟାକ୍ସଙ୍କ ବିସ୍ଫୋରକ ୧୦୦ ରନ୍‌(୪୧ ବଲ) ଏବଂ…
Read More...

୨ ଲୋକସଭା, ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ରବିବାର ୨ଟି ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ସୁରେଶ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିବାବେଳେ ସମ୍ବଲପୁର…
Read More...

ଦିଲ୍ଲୀ ହୋଟେଲରେ ୭୦ ପାକିସ୍ତାନୀ ନାଗରିକ, ପୁଲିସର ନିଦ ହଜିଲା

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହୋଟେଲରେ ୭୦ରୁ ଅଧିକ ପାକିସ୍ତାନୀ ନାଗରିକ ରହିଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ପୁଲିସର ନିଦ ହଜିଯାଇଛି। ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ହୋଟେଲ…
Read More...

ମଧ୍ୟରାତ୍ରିରେ ସିଆରପିଏଫ କ୍ୟାମ୍ପ ଉପରେ କୁକୀ ଆତଙ୍କବାଦୀଙ୍କ ଆକ୍ରମଣ, ୨ ଯବାନ ଶହୀଦ

ଇମ୍ଫାଲ: ମଣିପୁରର ବିଷ୍ଣୁପୁର ଜିଲା ଅନ୍ତର୍ଗତ ନାରନସେନା ଅଞ୍ଚଳରେ ଥିବା କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବାହିନୀ (ସିଆରପିଏଫ)ର ଏକ କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି। କୁକୀ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଏହି…
Read More...

ଅଯୋଧ୍ୟାରୁ ୯୩ ଶିଶୁ ଉଦ୍ଧାର, ବିହାର ଚାଲାଣ ହେଉଥିଲେ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ୯୩ ଶିଶୁଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ। ଏସବୁ ଶିଶୁମାନଙ୍କୁ ଉତ୍ତରପ୍ରଦେଶରରୁ ବିହାରକୁ ଚାଲାଣ କରାଯାଉଥିବା ସମୟରେ ଚାଇଲ୍‌ଡ ଲାଇନ୍‌ ସହାୟତାରେ ପୁଲିସ ଚଢ଼ାଉ କରି…
Read More...

ଭାଜପା ସାଂସଦ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

କଲକାତା: ପଶ୍ଚିମବଙ୍ଗର ବୀରଭୂମ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଦେବାଶିଷ ଧରଙ୍କ ନାମାଙ୍କନପତ୍ରକୁ ନିର୍ବାଚନ ଆୟୋଗ ରଦ୍ଦ କରିଦେଇଛନ୍ତି। ନାମାଙ୍କନପତ୍ର ସହିତ ଆପତ୍ତି ନ ଥବା ପ୍ରମାଣପତ୍ର ଦାଖଲ କରି ନ ଥିବାରୁ…
Read More...

ଆମେରିକାରେ ପୁଲିସ ଗୁଳିରେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ପୁଲିସ ଗୁଳିରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି। ଗିରଫ ସମୟରେ ପୁଲିସ କର୍ମଚାରୀଙ୍କ ସହିତ ନିଜ ଗାଡ଼ି ଧକ୍କା କରି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଏହି ଘଟଣା ଘଟିଛି। ମୃତକଙ୍କ…
Read More...

ସମ୍ପତ୍ତିରେ ଜୁକରବର୍ଗଙ୍କୁ ପଛରେ ପକାଇଲେ ଏଲନ ମସ୍କ

ନୂଆଦିଲ୍ଲୀ: ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି ଟେସଲା ମାଲିକ ଏଲନ ମସ୍କ। ସୋସିଆଲ ମିଡିଆ ଫେସବୁକ ଏବଂ ମେଟାର ମାଲିକ ଜୁକରବର୍ଗଙ୍କ ସମ୍ପତ୍ତିରେ ହଠାତ୍‌ ହ୍ରାସ ଘଟିବାକୁ ଏଲନ ମସ୍କଙ୍କ ସ୍ଥାନ…
Read More...

୫୯ ଦେଶରେ ଖାଦ୍ୟ ସଙ୍କଟ; ଏହି ଦେଶରେ ସ୍ଥିତି ଗମ୍ଭୀର

ଜେନିଭା: ସାରା ବିଶ୍ବରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଛି। ଯାହା ଫଳରେ ୨୦୨୩ ମସିହାରେ ବିଶ୍ବର ୫୯ ଦେଶର ପ୍ରାୟ ୨୮ କୋଟି ୨୦ ଲକ୍ଷ ଲୋକ ଭୋକରେ ରହିଥିଲେ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ…
Read More...

ଡିଆରଡିଓ ତିଆରି କଲା ସବୁଠୁ ହାଲୁକା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

ନୂଆଦିଲ୍ଲୀ: ଶତ୍ରୁଙ୍କ ଗୁଳିରୁ ଯବାନଙ୍କ ଜୀବନ ରକ୍ଷା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ତିଆରି କରିଛି ସବୁଠୁ ହାଲୁକା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌। ପୂର୍ବରୁ ଥିବା ବୁଲେଟ୍‌ ପ୍ରୁଫ୍‌…
Read More...

ହାପି ବାର୍ଥଡେ’ ସଚିନ ତେନ୍ଦୁଲକର

ଡେସ୍କ: ୫୧ ବର୍ଷରେ ପାଦ ଦେଇଛନ୍ତି ଭାରତର ବ୍ୟାଟିଂ କିମ୍ବନ୍ଦନ୍ତୀ ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ଆଜି ଏପ୍ରିଲ ୨୪ ବୁଧବାର ତାଙ୍କ ଜନ୍ମଦିନ। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି।…
Read More...

ପ୍ରକାଶ ପାଇଲା ନିଟ୍‌-୨୦୨୪ ପରୀକ୍ଷା ସହର ସୂଚୀ

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିସକା ପରୀକ୍ଷା(ନିଟ୍‌) ୟୁଜି-୨୦୨୪ ପାଇଁ ପରୀକ୍ଷା ସହର ସୂଚୀ (ଏଗ୍‌ଜାମ ସିଟି ସ୍ଲିପ୍‌) ପ୍ରକାଶ ପାଇଛି। ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ପକ୍ଷରୁ ଏହାର ୱେବ୍‌ସାଇଟ୍‌…
Read More...