www.samajalive.in
Wednesday, December 10, 2025
15.1 C
Bhubaneswar

ଘରେ ପଶି ୨ ବୋହୂ ଓ ଶାଶୁଙ୍କୁ ହାଣିଲେ ଦୁର୍ବୃତ୍ତ, ବଡ ବୋହୂ ମୃତ

ଭଦ୍ରକ : ଘରେ ପଶି ୨ ବୋହୂ ଓ ଶାଶୁକୁ ହାଣିଲେ ଦୁର୍ବୃତ୍ତ । ଭଣ୍ଡାରିପୋଖରୀ ରାଜେନ୍ଦ୍ରନଗର ପଞ୍ଚାୟତ ଦେଓପଦା ଗାଁରେ ଏଭଳି ଘଟଣା ଘଟିଛି । ଘରେ କେହି ପୁରୁଷ ନ ଥିବା ବେଳେ ୪ ଦୁର୍ବୃତ୍ତ ଅଚାନକ ପଶି ଆସି ମାରଣାସ୍ତ୍ରରେ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବଡ଼ ବୋହୂଙ୍କ ମୃତ୍ୟୁ ହୋଇଥିବାବେଳେ ସାନ ବୋହୂ ଓ ଶାଶୂ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ଆକ୍ରମଣର କାରଣ ଜଣାପଡିନାହିଁ । ୪ ଦୁର୍ବୃତ୍ତ ଫେରାର ଥିବା ଜଣାପଡିଛି । ପୁଲିସ ଘଟଣାର ଖୋଳତାଡ କରୁଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories