ରାଜଧାନୀରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ ; ୨ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ ହୋଇଥିବା ନେଇ ଆଜି ଖବର ମିଳିଛି। ଏହାସହ ଏହି ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ବଢେଇବାଙ୍କ ଛକରେ ଏକ ଏଟିଏମକୁ ହ୍ୟାକ୍‍ କରି ଲୁଟେରାମାନେ ଲୁଟ ଉଦ୍ୟମ କରିଥିଲେ। ଲିଙ୍ଗରାଜ ଥାନା ପୁଲିସ ଦ୍ୱାରା ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

kalyan agarbati

Comments are closed.