www.samajalive.in
Monday, December 15, 2025
27.1 C
Bhubaneswar

ଏଟିଏମ୍‌ ମେସିନ୍‌ରେ କାହିଁକି ଜଳେ ସବୁଜ ଆଲୋକ

ଭୁବନେଶ୍ୱର- ସାରା ଭାରତରେ ଏଟିଏମ୍‌ର ବହୁଳ ବ୍ୟବହାର କରାଯାଇଥାଏ । ସାଧାରଣତଃ ଟଙ୍କା କାଢିବା ପାଇଁ ସମସ୍ତେ ଏଟିଏମ୍‌ ବ୍ୟବହାର କରନ୍ତି । ଏଟିଏମ୍‌ରେ କାର୍ଡ ରିଡର୍‌ ପାଇଁ ଉଦିଷ୍ଟ ସ୍ଥାନରେ ସବୁଜ ରଙ୍ଗର ଆଲୋକ ଜଳିଥାଏ । ମାତ୍ର ଏହା କଅଣ ପାଇଁ ହୋଇଥାଏ ଆପଣ ଜାଣନ୍ତି କି !

ଏଟିଏମ୍‌ ମେସିନ୍‌ରେ ଲାଗିଥିବା ଏହି ସବୁଜ ରଙ୍ଗ ଏହାର ବ୍ୟବହାରକାରୀଙ୍କୁ ଏଟିଏମ୍‌ ମେସିନ୍‌ ବ୍ୟବହାର କରିବା ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ଥିବା କଥା ଦର୍ଶାଇଥାଏ । ଏଥିରେ କୌଣସି ସମସ୍ୟା ଦେଖାଗଲେ ସବୁଜ ରଙ୍ଗର ଆଲୋକ ଜଳି ନଥାଏ . ଏହା ସହ କାର୍ଡ ରିଡ୍‌ କରିସାରିବା ପରେ ମଧ୍ୟ ଟ୍ରାନଜାକସ୍‌ ସରିବା ପରେ ଆପଣ କାର୍ଡ କାଢିବା ପରେ ବି ସବୁଜ ରଙ୍ଗ ଆଲୋକ ଜଳିଥାଏ ।
ଯଦି କୌଣସି ଏଟିଏମ୍‌ ମେସିନ୍‌ରେ ଏହି ସବୁଜ ରଙ୍ଗ ଆଲୋକ ଜଳି ନଥାଏ ତେବେ ଏହାକୁ ବ୍ୟବହାର ନକରିବା ଭଲ । ଏଟିଏମ୍‌ରେ ଟଙ୍କା କାଢିବା ବେଳେ ପିନ୍‌ କାହାରିକୁ କୁହନ୍ତୁ ନାହିଁ କି ପଛରୁ କିଏ ରହିଥିଲେ ସେ କିପରି ଏହା ଦେଖି ପାରିବେନି ସେଥିପ୍ରତି ଦୃଷ୍ଟି ରଖନ୍ତୁ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories