www.samajalive.in
Saturday, December 6, 2025
23.1 C
Bhubaneswar

ଆସସ୍‍ ଲଞ୍ଚ କଲା ନଞ୍ଚ୍‍ ଡିସପ୍ଲେ ଥିବା ବିଶ୍ୱର ପ୍ରଥମ ଲାପଟପ୍‍

ନୂଆଦିଲ୍ଲୀ : ଆମେରିକାର ଲାସ ବେଗାସରେ ଇଲେକଟ୍ରୋନିକ ସାମଗ୍ରୀର ପଦର୍ଶନୀ  (ସିଇଏସ୍‍) ୨୦୧୯ର ଆୟୋଜନ ହେବାକୁଯାଉଛି। ଏହି ପଦର୍ଶନୀ ଜାନୁଆରୀ ୦୮ରୁ ୧୨ଜାନୁଆରୀ ମଧ୍ୟରେ ଆୟୋଜିତ କରାଯିବ। ଏହି ପଦର୍ଶନୀରେ ବିଶ୍ୱର ଅନେକ ଟେଲିକମ୍‍ କମ୍ପାନୀ ଭାଗ ନେବେ। ଏମିତିରେ ଜାନୁଆରୀ ୦୮ରୁ ପଦର୍ଶନୀ ଆରମ୍ଭ ହେଉଥିଲେ ମଧ୍ୟ ଏହାପୂର୍ବରୁ ଅନେକ କମ୍ପାନୀ ଅନେକ ଉତ୍ପାଦ ଲଞ୍ଚ କରିଛନ୍ତି। ସିଇସି ୨୦୧୯ରେ ଆସସ ନିଜର ସବୁଠାରୁ ପତଳା ଅଲଟ୍ରା ବୁକ୍‍ ଆସସ ଜେନ୍‍ ବୁକ୍‍ ଏସ-୧୩ ଲଞ୍ଚ କରିଛି। ଆସସ ଜେନବୁକ୍‍ ଏସ୍‍-୧୩ର ବିଶେଷତ୍ୱ ବିଷୟରେ କହିଲେ ଏହାର ବିଶ୍ୱର ପ୍ରଥମ ଲାପଟପ୍‍ ହେବ ଯେଉଁଥିରେ ଯେଉଁଥିରେ ସ୍ମାର୍ଟଫୋନ ଭଳି ନଞ୍ଚ ଡିସପ୍ଲେ ଦିଆଯାଇଛି। ଏହି ଲାପଟପର ମୂଲ୍ୟ ବାବଦରେ କୌଣସି ସୂଚନା ଦିଆଯାଇନାହିଁ। ଏହାର ବିଶେଷତ୍ୱ ବିଷୟରେ କହିଲେ ଏହାର ଓଜନ ୧.୧୩କିଲୋଗ୍ରାମ ରହିଛି ଏବଂ ଏଥିରେ ୧୩.୯ଇଞ୍ଚର ଫୁଲ ଏଚଡି ଏଲଇଡି ଡିସପ୍ଲେ ମଳିବ। ଏଥିରେ ୯୭ଟି ଡିସପ୍ଲେ ରହିଛି। ଏହି ଲାପଟପର ଅନ୍ୟ ଫିଚରସ ବିଷୟରେ କହିଲେ ଏଥିରେ ଏନବିଡିୟାର ଜେନଫୋର୍ସ ଏମଏକ୍ସ-୧୫୦ ଗ୍ରାଫିକ୍ସ ମିଳିବ ଏବଂ ଇଣ୍ଟେଲର ୮ମ ଜେନେରେସନର ପ୍ରୋସେସର ମଳିବ। ଏହାବ୍ୟତୀତ ଲାପଟପରେ ୧୬ଜିବି ପର୍ଯ୍ୟନ୍ତ ରାମ ୧ଟିବି ଷ୍ଟୋରେଜ ପାଇପାରିବେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories