www.samajalive.in
Saturday, December 6, 2025
16.1 C
Bhubaneswar

ସତର୍କ ରୁହନ୍ତୁ ଶ୍ୱାସ ରୋଗୀ

ପ୍ରତିଟି ଋତୁ ପରିର୍ତ୍ତନ ସମୟରେ ଶ୍ବାସ ରୋଗୀଙ୍କୁ ସତର୍କ ରହିବାକୁ ବିଶେଷଜ୍ଞ ପରାମର୍ଶ ଦିଅନ୍ତି। ଶୀତଦିନେ ଏହି ରୋଗୀଙ୍କ ସମସ୍ୟା ବଢ଼ିଯାଏ। ଥଣ୍ଡା ପରିବେଶରେ ଏମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ଭଲ। ସ୍ବାସ୍ଥ୍ୟ ବିଶେଷଜ୍ଞ ଶ୍ବାସ ରୋଗୀଙ୍କୁ ଏହି ସବୁ ପରାମର୍ଶ ଦେଇଥାନ୍ତି।

– ଇନ୍‌ହେଲର୍‌ ନିଜ ପାଖରେ ସବୁବେଳେ ରଖିବା ସହ କେଉଁ ଆଡ଼କୁ ଯାତ୍ରା କରିବାର ଥିଲେ, ସାଙ୍ଗରେ ନେବାକୁ ଯେପରି ନ ଭୁଲିବେ।

- Advertisement -

– ଡାକ୍ତରଙ୍କ ଠାରୁ ଇନ୍‌ହେଲର୍‌ କେତେ ସମୟ ବ୍ୟବଧାନରେ ନେଇପାରିବେ, ସେସବୁ ଜାଣିରଖନ୍ତୁ।

– ଧୂଳି, ଧୂଆଁ ହେଉଥିବା ସ୍ଥାନରୁ ଶ୍ବାସରୋଗୀ ନିଜକୁ ଦୂରେଇ ରଖନ୍ତୁ।

– ନିଜ ବିଛଣା, ଚାଦର, ତକିଆକୁ ପରିଷ୍କାର ରଖିବା ଏହି ରୋଗୀଙ୍କ ପାଇଁ ଭଲ।

-ଯଥାସମ୍ଭବ ଉଷୁମ ପାଣି ପିଅନ୍ତୁ। ଶ୍ବାସରୋଗୀ ଥଣ୍ଡା ପାଣିରେ ଅଧିକ ସମୟ କାମ କଲେ ସେମାନଙ୍କ ସମସ୍ୟା ବଢ଼ିଯାଏ।

–  ଘରେ ପୋଷାଜନ୍ତୁ ଥିଲେ, ସେମାନଙ୍କ ପାଖେ ଅଧିକ ସମୟ ରୁହନ୍ତୁନାହିଁ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories