ବଜେଟ ଅଧିବେଶନ ୨ୟ ପର୍ଯ୍ୟାୟ; ଆରମ୍ଭରୁ ଗୃହ ଅଚଳ, ୩ଟା ଯାଏଁ ମୁଲତବି

0

ଭୁବନେଶ୍ବର: ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ ଗୃହ ଆରମ୍ଭରୁ ଆଜି ହଟ୍ଟଗୋଳ ଦେଖିବାକୁ ମିଳିଛି । ଏଥର ବିରୋଧୀ ଦଳ ନୁହେଁ ବଂର ଶାସକ ଦଳ ବିଧାୟକମାନେ ହୋହଲ୍ଲା କରିବା ସହ ନରାବାଜି ଦେଇଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ମହାନଦୀ ଟ୍ରିବ୍ୟୁନାଲ ଦାବିରେ ବିଜେଡି ଗୃହ ଆରମ୍ଭରୁ ହଙ୍ଗାମା କରିଥିଲେ । ଗୃହ ମୁଲତବି ପରେ ବିଜେଡି ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ କରିଛନ୍ତି ।

Leave A Reply