www.samajalive.in
Sunday, December 14, 2025
14.1 C
Bhubaneswar

ଏସୀୟ କ୍ରୀଡ଼ାରେ ଆଜି (ମଙ୍ଗଳବାର) ଭାରତ

ସୁଟିଂ: ୧୦ମି. ଏୟାର ପିସ୍ତଲ; ଅଭିଷେକ ବର୍ମା ଓ ସୌରଭ ଚୌଧୁରୀ; ସକାଳ ୭.୩୦। ୫୦ମି. ରାଇଫଲ; ସଞ୍ଜୀବ ରାଜପୁତ, ଅଖିଳ; ସକାଳ ୭.୩୦। ମିକ୍ସଡ ଦଳଗତ ଟ୍ରାପ୍‍: ଲକ୍ଷ୍ୟ ସେଓରାଁ ଓ ଶ୍ରେୟସୀ ସିଂହ; ସକାଳ ୬.୩୦।
କବାଡ଼ି: (ମହିଳା) ଇଣ୍ଡୋନେସିଆ-ଭାରତ; ସକାଳ ୧୦.୫୦; (ପୁରୁଷ) ଅପରାହ୍‍ଣ ୩.୩୦।
ତୀରନ୍ଦାଜୀ: ପୁରୁଷ ରିକର୍ଭ- ଅତନୁ ଦାସ, ଜଗଦ୍ଦୀଶ ଚୌଧୁରୀ, ସୁଖଚୈନ ସିଂହ ଓ ବିଶ୍ୱାସ। ସକାଳ ୮ଟା। ମହିଳା ରିକର୍ଭ: ପ୍ରମିଳା ଡାଇମାରି, ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଲକ୍ଷ୍ମୀରାଣୀ ମାଝି; ସକାଳ ୯ଟା।
ଜିମ୍‍ନାଷ୍ଟିକ୍‍ସ: ମହିଳା ଆର୍ଟିଷ୍ଟିକ୍‍ସ- ଦୀପା କର୍ମକାର, ପ୍ରଣତି ଦାସ, ଅରୁଣା ରେଡ୍‍ଡୀ, ମନ୍ଦିରା ଚୌଧୁରୀ ଓ ପ୍ରଣତି ନାୟକ; ଅପରାହ୍‍ଣ ୨.୩୦ରୁ।
କୁସ୍ତି: (ପୁରୁଷ ଗ୍ରୀକୋ ରୋମାନ୍‍) ଜ୍ଞାନେନ୍ଦ୍ର, ମନୀଷ; ପୂର୍ବାହ୍ନ ୧୧.୩୦। (ମହିଳା ଫ୍ରିଷ୍ଟାଇଲ) ଦିବ୍ୟା କରଣ ଓ କିରଣ; ପୂର୍ବାହ୍ନ ୧୧.୩୦।
ହକି: (ମହିଳା) ଭାରତ-କାଜାଖସ୍ତାନ; ସନ୍ଧ୍ୟା ୬.୩୦ରୁ।
ସନ୍ତରଣ: ଅଂଶୁଳ କୋଠାରୀ ଓ ବର୍ଦ୍ଧୱାଲ ଖାଡ଼େ (୫୦ମି. ଫ୍ରିଷ୍ଟାଇଲ); ସକାଳ ୮.୦୬।
ଟେନିସ୍‍: (ପୁରୁଷ ଓ ମହିଳା ସିଙ୍ଗଲ୍‍ସ ପ୍ରିକ୍ୱାର୍ଟରଫାଇନାଲ); ସକାଳ ୮.୩୦।
ଭଲିବଲ: ଭାରତ-ଭିଏତ୍‍ନାମ, ସକାଳ ୯ଟା।
ରୋଇଂ: ମହିଳା ଓ ପୁରୁଷ; ସକାଳ ୮ଟା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories