www.samajalive.in
Sunday, December 7, 2025
26.1 C
Bhubaneswar

ଏସୀୟ ନିରାପତ୍ତା ସମ୍ମିଳନୀ ଆରମ୍ଭ

ନୂଆଦିଲ୍ଲୀ : ଶୁକ୍ରବାର ଠାରୁ ସିଙ୍ଗାପୁରରେ ଏସୀୟ ନିରାପତ୍ତା ସମ୍ମିଳନୀ ଆରମ୍ଭ ହୋଇଛି। ଏହା ୪ ତାରିଖ ପର୍ୟ୍ୟନ୍ତ ଚାଲିବ। ସମ୍ମିଳନୀରେ ୪୯ଟି ରାଷ୍ଟ୍ରର ୬୦୦ରୁ ଅଧିକ ପ୍ରତିନିଧି ସାମିଲ ହେବେ। ସମ୍ମିଳନୀରେ ବିଭିନ୍ନ ସଦସ୍ୟ ରାଷ୍ଟ୍ର ପ୍ରତିରକ୍ଷା ଅଧିକାରୀ, ସାମରିକ ଅଧିକାରୀ, କୂଟନୀତିଜ୍ଞ, ଅସ୍ତ୍ରଶସ୍ତ୍ର ନିର୍ମାତା, ନିରାପତ୍ତା ସମୀକ୍ଷକ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ଚୀନର ବୈଦେଶିକ ମନ୍ତ୍ରୀ ଲି ସାଙ୍ଗଫୁ ଆମେରିକା ପ୍ରତିପକ୍ଷ ଲିଡ୍ ଅଷ୍ଟିନଙ୍କୁ ସାକ୍ଷାତ କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏହି ସମ୍ମିଳନୀରେ ଚୀନ-ତାଇୱାନ ସମ୍ପର୍କ, ଉତ୍ତର କୋରିଆର ଏକ ପାଖିଆ ଆଣବିକ ଅସ୍ତ୍ରଶସ୍ତ୍ର ବିକାଶ କାର୍ୟ୍ୟକ୍ରମ ପ୍ରମୁଖ ସ୍ଥାନ ପାଇବାର କାର୍ୟ୍ୟକ୍ରମ ରହିଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories