www.samajalive.in
Saturday, December 6, 2025
15.1 C
Bhubaneswar

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ଜୁନ୍ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ଦିଲ୍ଲୀରେ ଭୋଟିଂ ପୂର୍ବରୁ ନିଜ ଜାମିନକୁ ଅପେକ୍ଷା କରିଥିବା କେଜ୍ରିଓ୍ବାଲଙ୍କୁ ଏବଂ ତାଙ୍କ ପାର୍ଟିକୁ ଏହା ଏକ ଆଶ୍ବସ୍ତିମୂଳକ ଖବର । ସୁପ୍ରିମକୋର୍ଟ ଅନେକ ଦିନର ଶୁଣାଣି ପରେ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ଆଦେଶ ଶୁଣାଇଛନ୍ତି । ତେବେ ଇଡି କେଜ୍ରିଓ୍ବାଲଙ୍କ ଜାମିନ ଯାଚିକାକୁ ବିରୋଧ କରିଥିଲା ।

ପାକିସ୍ତାନର ଅଟ୍ଟାଳିକା କାନ୍ଥରେ ଲେଖା ହୋଇଛି ଭାରତ ନାମ; ଜାଣନ୍ତୁ କିଏ ମାଲିକ..

- Advertisement -

ଏହା ପୂର୍ବରୁ ସୁପ୍ରିମକୋର୍ଟ ମେ ୭ରେ ହୋଇଥିବା ଶୁଣାଣି ସମୟରେ କହିଥିଲେ କି ଯଦି କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଏ ତେବେ ସେ ମୁଖ୍ୟମନ୍ତ୍ରୀ ରୂପେ ନିଜ ଔପଚାରିକ କର୍ତ୍ତବ୍ୟ ପାଳନ କରିପାରିବେନି । ସେ ମୁଖ୍ୟମନ୍ତ୍ରୀ ରୂପେ ଅଫିସିଆଲ ଡ୍ୟୁଟି କଲେ ସେନେଇ ବିବାଦ ହେବ । ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଥିଲେ କି ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ମିଳେ ତେବେ କେବଳ ନିର୍ବାଚନ ପ୍ରଚାର ପାଇଁ ହିଁ ମିଳିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories