www.samajalive.in
Tuesday, December 9, 2025
16.1 C
Bhubaneswar

ଅକ୍ଷୟ ତୃତୀୟାରେ ଭୁଲରେ ବି ଏସବୁ କିଣନ୍ତୁ ନାହିଁ ; ନଚେତ୍ ହେବ ଏହି ସମସ୍ୟା..

ସନାତନ ଧର୍ମରେ ଅକ୍ଷୟ ତୃତୀୟାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ମାଙ୍ଗଳିକ କାର୍ଯ୍ୟ କରିବା ଅତ୍ୟନ୍ତ ଶୁଭଙ୍କର। କୁହାଯାଏ ଏହି ଦିନ ମା’ଲକ୍ଷ୍ମୀଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ମାତ୍ର ଏପରି କିଛି ଜିନିଷ ରହିଛି ଯାହାକୁ କିଣିବାକୁ ଅକ୍ଷୟ ତୃତୀୟାରେ ବାରଣ କରାଯାଇଛି। ନଚେତ୍ ସୌଭାଗ୍ୟ ର୍ଦୁଭାଗ୍ୟରେ ପରିଣତ ହୋଇଥାଏ।
ଅକ୍ଷୟ ତୃତୀୟାରେ ଆଲୁମିନିୟମ ବାସନ କିଣିବା ଉଚିତ୍ ନୁହେଁ। ଏହାଦ୍ୱାରା ଧନହାନୀ ହୋଇଥାଏ।
ଅକ୍ଷୟ ତୃତୀୟା ଦିନ ପୋଷାକ କିଣିବା ପାଇଁ ଚିନ୍ତା କରୁଥିଲେ ନିଶ୍ଚୟ ଧ୍ୟାନ ଦେବେ। କଳା ରଙ୍ଗର ପୋଷାକ ଭୁଲରେ ମଧ୍ୟ କିଣିବେ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ।

ଅକ୍ଷୟ ତୃତୀୟା : ବାସ୍ ଏହି ୫ଟଙ୍କିଆ ଜିନିଷ କିଣି ଆଣନ୍ତୁ, ଧନ ପାଇଁ ଆଉ ଚିନ୍ତା ରହିବ ନାହିଁ..

- Advertisement -

ଅକ୍ଷୟ ତୃତୀୟା ଖୁବ ଶୁଭଫଳ ପ୍ରଦାନ କରିଥାଏ। ତେଣୁ ଏହି ଦିନ କଳା ରଙ୍ଗର ପୋଷାକ କିଣନ୍ତୁ ନାହିଁ କିମ୍ବା ପିନ୍ଧନ୍ତୁ ନାହିଁ। କଳାରଙ୍ଗର ଅନ୍ୟ କୌଣସି ଜିନିଷ ମଧ୍ୟ କିଣନ୍ତୁ ନାହିଁ। ଜାତକରେ ଗ୍ରହଙ୍କ କୁପ୍ରଭାବ ମଧ୍ୟ ପଡିଥାଏ।
ଅକ୍ଷୟ ତୃତୀୟା ଦିନ କୌଣସି ଧାରୁଆ ଜିନିଷ କିଣିବା ଉଚିତ୍ ନୁହେଁ। ଏହାଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଛୁରୀ, ଛୁଞ୍ଚି, କଇଁଚି ଆଦି କିଣନ୍ତୁ ନାହିଁ। ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ।
ଅକ୍ଷୟ ତୃତୀୟାରେ ଭୁଲରେ ମଧ୍ୟ ପ୍ଲାଷ୍ଟିକ୍ ଜିନିଷ କିଣନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ଘରୁ ସୁଖସମୃଦ୍ଧି ଦୂରେଇ ଯାଏ। ଟଙ୍କା ଅଭାବ ଲାଗି ରହେ।

ମେ’ ୧୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ହେବେ ମାଲାମାଲ, ବନ୍ଦ ଭାଗ୍ୟର ଖୋଲିବ ତାଲା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories