www.samajalive.in
Saturday, December 6, 2025
14.1 C
Bhubaneswar

ଶିକାରୀକୁ ଗିରଫ କଲା ବନ ବିଭାଗ

ଢେଙ୍କାନାଳ ସଦର : ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳ ନବକାଶୀପୁର ଗାଁ ଜଣେ ଶିକାରୀକୁ ବନ ବିଭାଗ କର୍ମଚାରୀ ଗିରଫ କରିଛନ୍ତି I ଗିରଫ ଶିକାରୀ ହେଉଛନ୍ତି ଗଣେଶ୍ବର ସାହୁ (୪୫) ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ I ଅଭିଯୁକ୍ତ ଗଣେଶ୍ବର ରସୋଳ ଥାନା ଅଧୀନ ବିମ୍ବୋରୀ ଫରେଷ୍ଟ ସେକ୍‌ସନ ନବକାଶୀପୁର ଜଙ୍ଗଲରେ ଶିକାର କରୁଥିବାବେଳେ ବନ ବିଭାଗ ହାବୁଡରେ ପଡିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories