www.samajalive.in
Sunday, December 14, 2025
23.1 C
Bhubaneswar

ସିବିଏସଇ ଜୋନାଲ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା, କଳାହାଣ୍ଡିର ୬ ପ୍ରତିଯୋଗୀଙ୍କ କଲକତା ଗସ୍ତ

ଲାଞ୍ଜିଗଡ : ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଖରଦାପଡାସ୍ଥିତ ଚାଟାର୍ଜୀ ନୋବେଲେ ସ୍କୁଲରେ ଚଳିତ ୧୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସିବିଏସଇ ଜୋନସ୍ତରୀୟ ତୀରନ୍ଧାଜ ପ୍ରତିଯୋଗୀତା ଆୟୋଜିତ ହେବ। ଏଥିରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲର ୬ ଜଣ ପ୍ରତିଯୋଗୀ କଲକତା ଗସ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୭ ବର୍ଷରୁ କମ ବାଳକ ବିଭାଗରେ ହିତେଶ କୁମାର ମହାଖୁଡ, କ୍ଷୀରୋଦ କୁମାର ରହିଥିବା ବେଳେ ବାଳିକା ବିଭାଗରେ ସଙ୍ଗୀତା ମାଝୀ ଓ ପିଭି ଶ୍ରୀ ପୁଜିତା ରହିଛନ୍ତି। ସେହିପରି ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଓମକାର ମାଝୀ ରହିଥିବା ବେଳେ ବାଳିକା ନିଭାଗରେ କଳ୍ପିତା ପ୍ରଧାନ ରହିଛନ୍ତି। ଏହି ଖେଳାଳି ମାନେ କୋଚ୍ ଶୀମାଞ୍ଚଜ କାଟ୍ରାକା ଓ ଶିକ୍ଷକ ପଲାସ ଚାଟାର୍ଜୀଙ୍କ ନେତୃତ୍ୱରେ କଲକତା ଗସ୍ତ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories