www.samajalive.in
Thursday, December 11, 2025
14.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ପୂଜକଙ୍କ ପରଲୋକ

ଆରଡି : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ପୂଜକ ଦାମୋଦର ପତି(୮୬)ଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି। ଗତକିଛିଦିନ ହେବ ଅସୁସ୍ଥତା ଯୋଗୁ କଟକ ବଡମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ଶ୍ରୀ ପତି ଦୀର୍ଘ ୭୦ବର୍ଷ ଧରି ମଣିବାବାଙ୍କର ପୂଜାପଣ୍ଡା ଭାବେ କାର୍ଯ୍ୟ ତୁଲାଇବା ସହ ମନ୍ଦିରରେ ଅନୁଷ୍ଠିତ ଷୋଡଶ ଦିବସୀୟ ପୂଜା, ଚଣ୍ଡିପାଠ, ଗଣେଶ ପୂଜା, କାଳୀପୂଜା, ଭାଗବତ ପାରାୟଣ ଆଦି କାର୍ଯ୍ୟ ତୁଲାଇଥାନ୍ତି। ତାଙ୍କର ଏପରି ବିୟୋଗ ନେଇ ସାରା ଆରଡିପୀଠରେ ଶୋକର ଛାୟା ଖେଳିଯିବା ସହ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

Hot this week

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

Related Articles

Popular Categories