www.samajalive.in
Sunday, December 14, 2025
26.1 C
Bhubaneswar

ବୈତରଣୀ ନଦୀ ବନ୍ୟା ଜଳରେ ଭାସିଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଆରଡି: ଗତ ବୁଧବାର ସକାଳ ୧୧ଟା ସମୟରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ପଞ୍ଚାୟତ ମୁଆଁ ଗାଁର ବୃଦ୍ଧ ଘନଶ୍ୟାମ ଦାସ (୫୫) ଗାଁ ନିକଟସ୍ଥ ବୈତରଣୀ ନଦୀକୂଳରେ ଶୌଚ ହେଉଥିବା ବେଳେ ବନ୍ୟା ଜଳରେ ଭାସିଯାଇ ଥିଲେ। ଗତକାଲି ଠାରୁ ଗାଁ ଲୋକଙ୍କ ସହ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ମଟରବୋଟ ଦ୍ବାରା ଖୋଜାଖୋଜି ଚାଲିଥିଲା। ଗୁରୁବାର ଚାନ୍ଦବାଲି ବୈତରଣୀ ନଦୀର ଗେମନ ବ୍ରିଜ ନିକଟସ୍ଥ ବରଡିଆ ଘାଟ ନିକଟରୁ ବୃଦ୍ଧଙ୍କ ମୃତଦେହ ଠାବ କରିବା ସହ ଉଦ୍ଧାର କରିଥିଲେ। ବୃଦ୍ଧଙ୍କ ମୃତଦେହକୁ ଗାଁକୁ ଆଣି ଆରଡି ଫାଣ୍ଡି ପକ୍ଷରୁ ଅପମୃତୁ ମାମଲା କରାଯିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ପଠାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories