www.samajalive.in
Friday, December 5, 2025
17.1 C
Bhubaneswar

ଆରମ୍ଭ ହେବ ଆର୍ମି ନିଯୁକ୍ତି, ଆବେଦନ ପାଇଁ ଜାଣନ୍ତୁ ୱେବ୍ ସାଇଟ୍

ଭୁବନେଶ୍ବର: ଏପ୍ରିଲ ୫ରୁ ୧୬ ପର୍ଯ୍ୟନ୍ତ ଆର୍ମିର ନିଯୁକ୍ତି ହେବ। ପରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଏକ ବିଶାଳ ଆର୍ମି ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। କଟକ, ମୟୂରଭଞ୍ଜ, କେନ୍ଦ୍ରପଡା, ଜଗତସିଂହପୁର, ନୟାଗଡ, ବାଲେଶ୍ବର, ଖୋର୍ଦ୍ଧା, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲାର ଇଚ୍ଛୁକ ପ୍ରାର୍ଥୀ ଏଥିରେ ସାମିଲ ହୋଇପାରିବେ। ଏହା ସହ ଅନ୍ ଲାଇନ ପଞ୍ଜିକରଣ ଓ ଆବେଦନପତ୍ର ଦାଖଲ କରିପାରିବେ। ଏଥିପାଇଁ www.joinindianarmy.nic.in ୱେବ୍ ସାଇଟ୍ ରେ ପ୍ରଥମେ ନିଜ ନାମ ପଞ୍ଜିକୃତ କରିପାରିବେ। ଫେବୃଆରୀ ୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜିକରଣ ପ୍ରକ୍ରିୟା ଚାଲୁ ରହିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories