www.samajalive.in
Saturday, December 6, 2025
17.1 C
Bhubaneswar

ଅନନ୍ତ-ରାଧିକା ପ୍ରାକ୍‍ ବିବାହ ଉତ୍ସବ: ଧୁମ ମଚାଇଲେ ରିହାନା, ନାଚିଲେ ଅମ୍ବାନୀ ପରିବାର

ସମାଜ ଡିଜିଟାଲ ଡେସ୍କ: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମାର୍ଚାଣ୍ଟଙ୍କ ପ୍ରାକ୍‍ ବିବାହ ଉତ୍ସବ ବେଶ ଧୁମଧାମରେ ଅନୁଷ୍ଠିତ ହେଉଛି। ଆସନ୍ତା ଜୁଲାଇରେ ବିବାହ ଉତ୍ସବ ହେବ। ଏହାପୂର୍ବରୁ ତିନି ଦିନିଆ ପ୍ରାକ୍‍ ବିବାହ ଉତ୍ସବରେ ବହୁ ବିଶିଷ୍ଟ ବ୍ୟବସାୟୀ, ବଲିଉଡ ଷ୍ଟାର, ହଲିଉଡ ଷ୍ଟାର, ଯୋଗ ଦେଇଛନ୍ତି। ଅମ୍ବାନୀ ପରିବାର ପକ୍ଷରୁ ହଜାରେ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି।
ପ୍ରାକ୍‍ ବିବାହ ଉତ୍ସବର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନରେ ଜାମନଗରରେ ହଲିଉଡର ଗାୟିକା ତଥା ପପ୍‍ ଷ୍ଟାର ରିହାନା ମୁଖ୍ୟ ଆକର୍ଷଣ ସାଜିଥିଲେ। ମଞ୍ଚରେ ସଙ୍ଗୀତ ପରିବେଶଷ ସହିତ ଏକ ଆଲୋଡନ ସୃଷ୍ଟି କରିଥିଲେ ଯେଉଁଥିରେ ଅମ୍ବାନୀ ପରିବାରର ସମସ୍ତ ସଦସ୍ୟ ଏକା ସାଙ୍ଗରେ ନୃତ୍ୟ କରିଥିଲେ। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଓ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories