www.samajalive.in
Friday, December 12, 2025
14.1 C
Bhubaneswar

ବର୍ଷାରୁ ରକ୍ଷା କରିବ ଏହି ଅଜବ ଉପାୟ, ଭିଡିଓ ଦେଖି ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସାମାଜିକ ଗଣମାଧ୍ୟମରେ ସବୁବେଳେ ସକ୍ରିୟ ରୁହନ୍ତି । ସେ ଅନେକ ଭିଡିଓ ସେୟାର କରନ୍ତି ଏବଂ ଯୁବପିଢିଙ୍କୁ ଉତ୍ତମ ବାର୍ତ୍ତା ପ୍ରଦାନ କରିଥାନ୍ତି । ନିକଟରେ ସେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଜଣେ ଯୁବକ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଉପାୟ ଆପଣାଉଛନ୍ତି, ଯାହାକୁ ଦେଖି ଆନନ୍ଦ ମହିନ୍ଦ୍ରା ପ୍ରଭାବିତ ହୋଇଛନ୍ତି ।

- Advertisement -

ଭିଡିଓରେ ନଜର ଆସୁଛି କି ଜଣେ ଯୁବକ ଛତାକୁ ହାତରେ ନଧରି ସ୍କୁଲ ବ୍ୟାଗ୍ ଭଳି କାନ୍ଧରେ ପକାଇଛନ୍ତି । ଏହା ଦ୍ବାରା ସେ ବର୍ଷାରୁ ରକ୍ଷା ପାଇବା ସହ ହାତରେ ଅନ୍ୟ ସାମଗ୍ରୀ ଧରି ମଧ୍ୟ ଯାତାୟତ କରିପାରୁଛନ୍ତି । ଆନନ୍ଦଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ଆସିଛି । ସେ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି କି ମୁମ୍ବାଇରେ ହେଉଥିବା ଲଗାତର ବର୍ଷାରୁ ରକ୍ଷା ପାଇବା ପାଇଁ ଏହି ଉପାୟ ସମସ୍ତେ ଆପଣାଇବା ଉଚିତ୍  ତାଙ୍କର ଏହି ପୋଷ୍ଟକୁ ସମସ୍ତେ ଲାଇକ୍ କରିବା ସହ ସେୟାର କରୁଛନ୍ତି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories