www.samajalive.in
Saturday, December 13, 2025
27.1 C
Bhubaneswar

ଭାରତକୁ କରୋନ ସଙ୍କଟ ସମୟରେ ସାହାଯ୍ୟର ହାତ ବଢାଇଲା ଆମେରିକା

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ ଆମେରିକା ଭାରତକୁ ସାହାଯ୍ୟ ପାଇଁ ହାତ ବଢାଇଛି। ଭାରତକୁ ୟୁଏସ କରୋନା ସଂକ୍ରମଣ ରୋକିବା ପାଇଁ ୫.୯ କୋଟି ଡଲାର ବା ୪୪୮ କୋଟି ଟଙ୍କା ପ୍ରଦାନ କରିଛି। ଭାରତ ଏହି ଅର୍ଥକୁ ଭାଇରସ ସଂକ୍ରମଣ କମ ଓ ଆପତକାଳୀନ ପ୍ରସ୍ତୁତିରେ ବ୍ୟବହାର କରିବ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି ।

ଏହି ମାରାତ୍ମକ ଭାଇରସର ମୁକାବିଲା ପାଇଁ କରାଯାଉଥିବା ପ୍ରୟାସର ଉଦାହରଣ ଦେଇ ଆମେରିକା କହିଛି ଯେ, ଗତ ୨୦ ବର୍ଷରେ ଆମେରିକା ଭାରତକୁ ପ୍ରାୟ ୨୧,୨୮୦ କୋଟି ଟଙ୍କାର ସାହାଯ୍ୟ କରିଛି। ଯେଉଁଥିରେ ୧୦,୬୪୦ କୋଟି ହେଉଛି ସ୍ୱାସ୍ଥ୍ୟ ସହାୟତା। ଆମେରିକା ବୈଦେଶିକ ମନ୍ତ୍ରାଳୟ ଓ ଇଣ୍ଟରନ୍ୟାଶନାଲ ଡେଭଲେପମମେଣ୍ଟ ସଂସ୍ଥା ସ୍ୱାସ୍ଥ୍ୟ, ମାନବୀୟ ଓ ଆର୍ଥିକ ସହାୟତା ପାଇଁ୫୦ କୋଟି ଡଲାରରୁ ଅଧିକ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ଦକ୍ଷିଣ ଏସିଆରେ ଆମେରିକା କରୋନା ମୁକାବିଲା ପାଇଁ ଆଫଗାନିସ୍ତାନକୁ ୫୦ ଲକ୍ଷ ଡଲାର, ବାଂଲାଦେଶକୁ ୯୬ ଲକ୍ଷ ଡଲାର, ଭୁଟାନକୁ ୫୦ ଲକ୍ଷ ଡଲାର ଓ ନେପାଳକୁ ୧୮ ଲକ୍ଷ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଛି ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories