nua o banner

ଚଳିତ ମାସରେ ଝାରସୁଗୁଡ଼ାରୁ କଲକତା ଏବଂ ବେଙ୍ଗାଲୁରୁକୁ ବିମାନ ସେବା

BSKY banner  750×100

ଡେସ୍କ : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କଲକତା ଏବଂ ବେଙ୍ଗାଲୁରୁକୁ ବିମାନ ସେବା ଚଳିତ ମାସରେ ଆରମ୍ଭ ହେବ। ଇଣ୍ଡିଗୋ ଏୟାର ଲାଇନ୍ସ ସୂତ୍ରରୁ ଏହା କୁହାଯାଇଛି। ଆସନ୍ତା ୫ ତାରିଖ ରବିବାର ଦିନ ଝାରସୁଗୁଡ଼ାରୁ କଲକତାକୁ ଇଣ୍ଡିଗୋ ବିମାନ ଏବଂ ୧୫ ତାରିଖରୁ ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ଏହି ବିମାନ ଚଳାଚଳ କରିବ। ଶିଳ୍ପାଞ୍ଚଳ ଝାରସୁଗୁଡ଼ାରୁ ଦୁଇ ପ୍ରମୁଖ ସହରକୁ ସିଧାସଳଖ ବିମାନସେବା ଦ୍ୱାରା ପଶ୍ଚିମ ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ ଲୋକମାନେ ବେଶ ଲାଭବାନ୍‌‌ ହେବେ।

Comments are closed.