BJD Bijuli 480×75 Mob

ଜନହିତକର ଯୋଜନା ପାଇଁ ଆଧାର ସଂଯୋଗ ଅବଧି ବୃଦ୍ଧି

BJD Bijuli 480×75 Mob
0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ପାଇବା ପାଇଁ ହିତାଧିକାରୀଙ୍କୁ ଆଧାର ସଂଯୋଗ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହି ଅବଧିକୁ ୨୦୧୮ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଆଧାର ସଂଯୋଗ ଅବଧି ମାର୍ଚ୍ଚ ୩୧ ରହିଥିଲା। ଏହା ପୂର୍ବରୁ ଅନ୍ୟାନ୍ୟ କ୍ଷେତ୍ରରେ ଆଧାର ସଂଯୋଗ ଅବଧିକୁ ବୃଦ୍ଧି କରାଯାଇଛି। ଯେପରିକି ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗକୁ ସୁପ୍ରିମକୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରିଛନ୍ତି। ସେହିପରି ପାନ୍‌ କାର୍ଡ ସହ ଆଧାର ସଂଯୋଗକୁ ସିବିଡିଟି ୨୦୧୮ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Leave A Reply