www.samajalive.in
Saturday, December 6, 2025
19.1 C
Bhubaneswar

ଆଧାର କାର୍ଡ ଥିଲା ବୋଲି, ୮ବର୍ଷ ପରେ ଘରକୁ ଫେରିଲା ନିଖୋଜ ବାଳକ

ନାଗପୁର: ଦୀର୍ଘ ୮ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ପୁଅ ଆଧାର କାର୍ଡ ଯୋଗୁଁ ଏବେ ପରିବାରକୁ ଫେରିପାରିଛି। ମଧ୍ୟପ୍ରଦେଶ ଜବଲପୁରର ମାନସିକ ବିକୃତ ପାଳକ ମହମ୍ମଦ ଅମିର ୨୦୧୨ରେ ନିଖୋଜ ହୋଇଯାଇଥିଲା। ମହାରାଷ୍ଟ୍ର ନାଗପୁରର ସମର୍ଥ ଦାମ୍‌ଲେଙ୍କ ପରିବାର ତାକୁ ଷ୍ଟେସନ୍‌ରୁ ପାଇବା ପରେ ଘରେ ନେଇ ଲାଳନପାଳନ କରୁଥିଲେ। ସେମାନେ ହିନ୍ଦୁ ହୋଇ ମଧ୍ୟ ଅମିରକୁ ଆଇନଗତ ଭାବେ ପୋଷ୍ୟ ସନ୍ତାନ କରି ନେଇଥିଲେ।

ନିକଟରେ ଅମିର ଦାମ ପରୀକ୍ଷା ଦେବା ପାଇଁ ଆଧାର କାର୍ଡ ପ୍ରସ୍ତୁତ କଲାବେଳେ ପୂର୍ବରୁ ଏହା ଜବଲପୁରଠାରେ ହୋଇସାରିଥିବା ଜଣାପଡ଼ିଥିଲା। ସେତେବେଳେ ଅମିର ଜବଲପୁରର ଆୟୁବ ଖାଁଙ୍କ ପୁଅ ବୋଲି ଆଧାର କାର୍ଡରୁ ସ୍ପଷ୍ଟ ହୋଇଥିଲା। ପରେ ଦାମ୍‌ଲେ ପରିବାର ଆୟୁବଙ୍କ ସହିତ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ। ଉଭୟ ପରିବାର ମିଳିତ ହେବା ସହ ଗତ ସପ୍ତାହରେ ଦାମ୍‌ଲେ ପରିବାର ଆଇନଗତ ଭାବେ ଅମିରକୁ ତା’ ବାପା-ମାଆଙ୍କୁ ଫେରାଇ ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories