www.samajalive.in
Sunday, December 14, 2025
23.1 C
Bhubaneswar

ବିକଶିତ ହେଲାଣି ୧୨୧୩ଟି ଆଦର୍ଶ ରେଳ ଷ୍ଟେସନ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଦର୍ଶ ଷ୍ଟେସନ ଯୋଜନା ଅଧୀନରେ ଦେଶରେ ୧ ହଜାର ୨୫୩ଟି ରେଳ ଷ୍ଟେସନ ଚିହ୍ନଟ କରାଯାଇଛି। ସେଗୁଡିକ ମଧ୍ୟରୁ ୧ ହଜାର ୨୧୩ଟି ଷ୍ଟେସନର ବିକାଶ କାର୍ଯ୍ୟ ଶେଷ ହୋଇଛି। ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଅବଶିଷ୍ଟ ୪୦ଟି ଷ୍ଟେସନର ବିକାଶ ପାଇଁ ଯୋଜନା କରାଯାଇଛି। ଚଳିତ ବର୍ଷ ସେଗୁଡ଼ିକର ଉନ୍ନତିକରଣ ହେବ। ଝାଡ଼ଖଣ୍ଡରେ ୩୦ଟି ଷ୍ଟେସନ ଚିହ୍ନଟ କରାଯାଇଥିବା ବେଳେ କେବଳ କଟ୍ରାସଗଡ଼କୁ ଛାଡ଼ି ବାକି ସବୁ ରେଳଷ୍ଟେସନର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories