bjd  ek lkhya koti banner

ବିକଶିତ ହେଲାଣି ୧୨୧୩ଟି ଆଦର୍ଶ ରେଳ ଷ୍ଟେସନ

mission shakti banner

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଦର୍ଶ ଷ୍ଟେସନ ଯୋଜନା ଅଧୀନରେ ଦେଶରେ ୧ ହଜାର ୨୫୩ଟି ରେଳ ଷ୍ଟେସନ ଚିହ୍ନଟ କରାଯାଇଛି। ସେଗୁଡିକ ମଧ୍ୟରୁ ୧ ହଜାର ୨୧୩ଟି ଷ୍ଟେସନର ବିକାଶ କାର୍ଯ୍ୟ ଶେଷ ହୋଇଛି। ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଅବଶିଷ୍ଟ ୪୦ଟି ଷ୍ଟେସନର ବିକାଶ ପାଇଁ ଯୋଜନା କରାଯାଇଛି। ଚଳିତ ବର୍ଷ ସେଗୁଡ଼ିକର ଉନ୍ନତିକରଣ ହେବ। ଝାଡ଼ଖଣ୍ଡରେ ୩୦ଟି ଷ୍ଟେସନ ଚିହ୍ନଟ କରାଯାଇଥିବା ବେଳେ କେବଳ କଟ୍ରାସଗଡ଼କୁ ଛାଡ଼ି ବାକି ସବୁ ରେଳଷ୍ଟେସନର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

Comments are closed.