www.samajalive.in
Saturday, December 6, 2025
14.1 C
Bhubaneswar

ବସରେ ପିଟି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ପାଟଣା : ଗୁରୁବାର ରାତି ସାଢ଼େ ଦଶଟା ସମୟରେ କେନ୍ଦୁଝରରୁ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ କୋଲକାତାକୁ ଯାଉଥିବା ସରକାରୀ ବସ୍ ରେ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ୪୯ ନମ୍ୱର୍ ଜାତୀୟ ରାଜପଥରେ ଖିରେଇଟାଙ୍ଗିରି ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣକ ଘଟଗାଁ ଥାନା ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ଡଳଙ୍ଗପାଣି ଗ୍ରାମର ବୋଲି କୁହାଯାଉଛି। ଲକ୍ ଡାଉନ୍ ପରେ ଆଜି ପ୍ରଥମ କରି କୋଲକାତା ଅଭିମୁଖେ ବାହାରିଥିବା ଏହି ବସଟି ଦୁର୍ଘଟଣା ପରେ ଏହାର ଚାଳକ ତୁରୁମୁଙ୍ଗାରେ ବସ୍ ସହ ଆତ୍ମସମର୍ପଣ କରିଛନ୍ତି। ଦୁର୍ଘଟଣା ପରେ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories