ବାଲିଆପାଳ: ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡିପଦା କଲେଜ ନିକଟରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ । ସାଇକେଲରେ ଯାଉଥିବା ସଞ୍ଜୟ ପଣ୍ଡାଙ୍କୁ ଏକ ଦଶଚକିଆ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । । ଘଟଣାସ୍ଥଳରେ ସଞ୍ଜୟଙ୍କର ମୃତ୍ୟୁ ହୋଇଛି। ସେ ଜାମୁସୁଲି ଗ୍ରାମର ବୋଲି ଜଣା ପଡିଛି ।

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!