www.samajalive.in
Monday, November 17, 2025
17.1 C
Bhubaneswar

କଣ୍ଟେନର ଧକ୍କା ରେ ୮ ଗୋରୁ ମୃତ୍ୟୁ

ଖଣ୍ଡଗିରି:ସୋମବାର ବିଳମ୍ବିତ ରାତି ବେଳେ ୧୬ ଜାତୀୟ ରାଜପଥ ପିତାପଲ୍ଲି ଠାରେ ଏକ କଣ୍ଟେନର ଧକ୍କା ଦେବାରୁ ୮ଟି ଗୋରୁଙ୍କ ମୃତ୍ୟୁ ଘଟିଛି।ଗାଇ ଗୁଡିକ ରାସ୍ତାରେ ପଡିଥିବାରୁ ଅନ୍ୟ ଗାଡି ମଟର ଯାତାୟତରେ ବାଧା ସୃଷ୍ଟି ହୋଇଛି। କିଛି ଗୋସେବକ ପହଁଚି ଗାଇ ଗୁଡିକୁ ରାସ୍ତାରୁ ସାଇଡ କରିବାରୁ ଗାଡି ଚଳାଚଳରେ ସ୍ବଭାବିକ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ ସାଢେ ବାରଟା ବେଳେ ଏକ କଣ୍ଟେନର ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ରାସ୍ତାରେ ଶୋଇଥିବା ଗୋରୁ ମାନଙ୍କ ଉପରେ ଚଢି ଯାଇଥିଲା।ଫଳରେ ଘଟଣା ସ୍ଥଳରେ ୮ଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା।ଗାଇ ଗୁଡିକ ମୃତ୍ୟୁରେ ଗୋପ୍ରେମିଙ୍କ ମନରେ ଗଭିର ଆଘାତ ଲାଗିଥିଲା।

Hot this week

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

Related Articles

Popular Categories