www.samajalive.in
Saturday, December 6, 2025
17.1 C
Bhubaneswar

ମିଳିଲା ଗୃହ କମିଟି ସମନ, ୧୧ରେ ହାଜର ହେବେ ଅଭିଜିତ

ନୂଆଦିଲ୍ଲୀ : ଆସନ୍ତା ୧୧ ତାରିଖରେ ଓଡ଼ିଶା ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବା ପାଇଁ ଅଭିଜିତ ଆୟରଙ୍କୁ ଓଡ଼ିଶା ପୁଲିସ ତରଫରୁ ଅବଗତ କରାଯାଇଛି। ରାଜ୍ୟ ପୁଲିସ ପକ୍ଷରୁ ଇନିସପେକ୍ଟର ଦେବାଶିଷ ମିଶ୍ର ଦିଲ୍ଲୀ ପୁଲିସ ସହାୟତାରେ ଅଭିଜିତଙ୍କ ସଫଦରଜଙ୍ଗ ଏନକ୍ଲେଭ ସ୍ଥିତ ବି୫/୧୪୧ ଘରେ ପହଞ୍ଚି ବିଧାନସଭା ଗୃହ କମିଟି ସମନକୁ ହସ୍ତାନ୍ତର କରିଥିଲେ। ଗୃହ କମିଟିର ସମନକୁ ଗ୍ରହଣ କରି ୧୧ରେ ହାଜର ହେବାକୁ ଅଭିଜିତ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ ଓଡ଼ିଆ ଜାତି, ମନ୍ଦିର ଏବଂ ବିଧାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ଘଟଣାର ତଦନ୍ତ ପାଇଁ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଛଅ ଜଣିଆ ଗୃହ କମିଟି ଗଠିତ ହୋଇ ଅଭିଜିତଙ୍କୁ ବ୍ୟକ୍ତିଗତ ହାଜର ଲାଗି ସମନ ଜାରି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories