www.samajalive.in
Saturday, December 6, 2025
26.1 C
Bhubaneswar

୫ଟି ସ୍ୱର୍ଣ୍ଣ ସହ ଶୀର୍ଷରେ ଭାରତ

ରିଓ ଡି ଜେନେରିଓ: ରିଓ ଡି ଜେନେରିଓରେ ଅନୁଷ୍ଠିତ ଆଇ.ଏସ୍‍.ଏସ୍‍.ଏଫ୍‍. ବିଶ୍ୱକପ୍‍ ରାଇଫଲ, ପିସ୍ତଲ ଚାମ୍ପିଅନ୍‍ସିପରେ ଭାରତ ପାଞ୍ଚଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ପାଇ ତାଲିକାର ଶୀର୍ଷରେ ରହିଛି। ଭାରତୀୟ ଯୋଡ଼ି ମନୁ ଭାକର ଏବଂ ସୌରଭ ଚୌଧୁରୀ ନିଜ ଦେଶର ଅଶ୍ୱିନୀ ଦେଶୱାଇ ଏବଂ ଅଭିଷେକ ବର୍ମାଙ୍କୁ ୧୦ ମିଟର ଏୟାର୍‍ ପିସ୍ତଲ ମିକ୍ସ ଟିମ୍‍ ଇଭେଣ୍ଟରେ ପରାସ୍ତ କରିଛନ୍ତି।

ଭାରତ ୧୬ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ସହ ୨୦୧୯ରେ ଆଇ.ଏସ୍‍.ଏସ୍‍.ଏଫ୍‍. ବରିଷ୍ଠ ବିଶ୍ୱକପ୍‍ ପ୍ରତିଯୋଗୀତାର ଶୀର୍ଷରେ ରହିଛି। ସୋମବାର ବିଶ୍ୱର ଏକ ନମ୍ବର ମହିଳା ୧୦ମିଟର ଏୟାର ରାଇଫଲ୍‍ ସୁଟିଂରେ ଅପୂର୍ବି ଚାଣ୍ଡେଲା ଦୀପକ କୁମାରଙ୍କ ସହ ମିଶି ଭାରତ ପାଇଁ ଚତୁର୍ଥ ସ୍ୱର୍ଣ୍ଣପଦକ ଜିତିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories