www.samajalive.in
Friday, December 12, 2025
26.1 C
Bhubaneswar

ହଂକଂ ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼

ହଂକଂ : ଚୀନ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ଗଠନ ଦାବିରେ ଆନ୍ଦୋଳଚନ ଚଳାଇଥିବା ହଂକଂର ବିକ୍ଷୋଭକାରୀଙ୍କ ଉପରେ ରବିବାର ପାଣି ଓ ଗୁଳିମାଡ ହୋଇଛି। ସ୍ବାଧୀନତା ଦାବିରେ ହଂକଂରେ ତିନିମାସ ହେଲା ବିକ୍ଷୋଭ ଚାଲିଥିବାବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଥମ କରି ବଳ ପ୍ରୟୋଗ କରିଛି। ତେବେ ପୁଲିସ ଗୁଳିରେ କେହି ମୃତ କିମ୍ବା ଆହତ ହୋଇ ନଥିବା ଜଣାଯାଇଛି। ହଂକଂ ଏବେ ଏକ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ ଭାବେ ରହିଥିବାବେଳେ ଏହାକୁ ଚୀନରେ ସମ୍ପୂର୍ଣ୍ଣ ମିଶ୍ରଣ କରିବାକୁ ଚୀନ ସରକାର ଯୋଜନା ଚଳାଇଛନ୍ତି। ତେବେ ହଂକଂବାସୀ ଏହାକୁ ବିରୋଧ କରିବା ସହିତ ସମ୍ପୂର୍ଣ୍ଣ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ପାଇଁ ଦାବି ପୂର୍ବକ ବିକ୍ଷୋଭ ଚଳାଇଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories