www.samajalive.in
Saturday, December 13, 2025
14.1 C
Bhubaneswar

୩୭୦ଧାରା ଉଚ୍ଛେଦ ଦ୍ବାରା ଜାମ୍ମୁ କାଶ୍ମୀରରୁ ଆତଙ୍କବାଦର ଲୋପ ଓ ବିକାଶ ସମ୍ଭବ ହେବ : ଶାହା

ନୂଆଦିଲ୍ଲୀ : ସମ୍ବିଧାନର ୩୭୦ ଧାରା ଅଧୀନରେ ଜାମ୍ମୁ ଓ କାଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ମାନ୍ୟତା ହଟିଯିବା ପରେ ସେହି ଅଞ୍ଚଳରୁ ଆତଙ୍କବାଦ ଲୋପ ପାଇବା ସହ ସେଠାରେ ବିକାଶ ସମ୍ଭବ ହୋଇପାରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି । ରବିବାର ଚେନ୍ନଇଠାରେ ଉପରାଷ୍ଟ୍ରପତି ଏମ.ଭେଙ୍କୟାନାଇଡୁଙ୍କ ଉପରେ ଏକ ପୁସ୍ତକର ଉନ୍ମୋଚନ ସମାରୋହରେ ସେ ଉଦ୍‍ବୋଧନ ସେ ଏହା କହିଛନ୍ତି।  ତାଙ୍କର ଦୃଢ ଆଶା ସ ବିଶ୍ୱାସ ରହିଛି ଯେ, ଧାରା-୩୭୦ର ଉଚ୍ଛେଦ ହେବାର ଆବଶ୍ୟକତା ଥିଲା, କାରଣ ଏହା ଦେଶ ପାଇଁ ଲାଭଦାୟକ ନ ଥିଲା ବୋଲି ଶ୍ରୀ ଶାହା କହିଛନ୍ତି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories