ଗଞ୍ଜାମ : ଗଞ୍ଜାମ ଜିଲା ଖଲ୍ଲିକୋଟ- କୋଦଳା ରାସ୍ତାର ଭରସାମଥୁରା ଗାଁ ନିକଟ ପୋଲ ତଳୁ ସୋମବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ସ୍ଥାନୀୟ ଲୋକେ ପୋଲକୁ ଗାଧୋଇବାକୁ ଯାଇଥିବା ସମୟରେ ଶିଶୁ କନ୍ୟାର ମୃତଦେହ ପଡ଼ିଥିବାର ଦେଖିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇବା ପରେ ପୋଲ ତଳୁ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
Popular Categories



