www.samajalive.in
Friday, December 12, 2025
16.1 C
Bhubaneswar

ସନ୍ଧ୍ୟା ୭ଟା – ମୁଖ୍ୟ ସମ୍ବାଦ

ଆଞ୍ଚଳିକ 

– ସରକାରୀ ଯୋଜନା ଅର୍ଥ ହଡପ ଅଭିଯୋଗରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତର ସରପଞ୍ଚ ଚିତ୍ତ ରଞ୍ଜନ ମଲ୍ଲିକ ନିଲମ୍ବିତ

- Advertisement -

– ଚିକିତ୍ସାରେ ଅବହେଳାରୁ ସୋର ଡାକ୍ତରଖାନାରେ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ, ଗୁରୁତର ମା’କୁ ବାଲେଶ୍ଵର ଡାକ୍ତାରଖାନା ସ୍ଥାନାନ୍ତର

– ଦିଲ୍ଲୀରୁ ଅଳଙ୍କାର ଚୋରି ଅଭିଯୋଗରେ ସୋର ଥାନା ଅନ୍ତର୍ଗତ ରଘୁନାଥପୁରରୁ କରୁଣାକର ଦାସ ଗିରଫ

– ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ ନକଲି ମୋବିଲ କାରଖାନା ଠାବ,୨ ଗିରଫ

– ଭଦ୍ରକ ବମୁକୁରା ପଞ୍ଚାୟତ ଦେଉଳଡିହ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୬ଟି ଗୋରୁ ଜୀବନ୍ତ ଦଗ୍ଧ

– ସମ୍ବଲପୁର ଓ ବାଲେଶ୍ୱରରେ ଡପଲର୍‌ ରାଡାର ସ୍ଥାପନ କରିବେ ପାଇଁ ରାଜ୍ୟ ସରକାର

– ମାଲକାନଗିରିରେ ପୁଅ ଭଳି ବାପାଙ୍କ ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଲେ ଦୁଇ ଝିଅ 

ଜାତୀୟ

– ଅରୁଣାଚଳପ୍ରଦେଶ, ଆସାମ ଏବଂ ନାଗାଲାଣ୍ଡର କେତେକ ସ୍ଥାନରେ ୫.୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଅନୁଭୂତ

– ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ଦୁଇଟି ଅଲଗା ଟ୍ରେନ୍‍ ଚଳାଇବା ଲାଗି ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସମ୍ପର୍କୀୟ ଭାଇ ସଜାଦ ମୁଫତିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

– ୨୬/୧୧ ମୁମ୍ବଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଗିରଫ କିନ୍ତୁ ପାକିସ୍ତାନ ଯୋଗାଇ ଦେଉଛି ଭିଆଇପି ଆତିଥ୍ୟ

– ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନଙ୍କୁ ରାମପୁର ଜିଲା ପ୍ରଶାସନ ଘୋଷଣା କଲା ଭୂ-ମାଫିଆ 

– ଟିକଟକ୍‍ ଆପରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ଭିଡିଓ ଅପଲୋଡ଼ ଅଭିଯୋଗରେ ବିବାଦୀୟ ଅଭିନେତା ଏଜାଜ ଖାନ ଗିରଫ

– ଧାରାବାହିକ ‘ସଙ୍କଟମୋଚନ ହନୁମାନ’ର ଶିଶୁ କଳାକାର ଶିବଲେଖ ସିଂହ (୧୪)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ 

– ଇସଲାମିକ୍‌ ବ୍ୟାଙ୍କ ନାମରେ ୩୦ ହଜାର ମୁସଲିମ୍‌ଙ୍କଠାରୁ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ମନ୍‌ସୁନ୍‌ ଖାନ୍‌ ଗିରଫ

ଆନ୍ତର୍ଜାତିକ

– ମଶା ପ୍ରଜାତିକୁ ସମୂଳେ ନଷ୍ଟ କରିବା ପାଇଁ ଚୀନ ବୈଜ୍ଞାନିକମାନେ ବାହାର କଲେ ନୂଆ କୌଶଳ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories