କଳାହାଣ୍ଡିର ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ଅଭିଯୋଗ
କଳାହାଣ୍ଡି : କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମା’ ଙ୍କ ବାସନକୁସନକୁ ଚୋରି କରି ନେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଭବାନୀପାଟଣା ଟାଉନ ଥାନାରେ ଏକ ମାମଲା ରୁଜୁ ହେବା ସହିତ ପୁଲିସ ତନାଘନା ଆରମ୍ଭ କରିଛି।
Comments are closed.