www.samajalive.in
Sunday, December 14, 2025
14.1 C
Bhubaneswar

ନିର୍‍ତାର ନିର୍ଦ୍ଦେଶକଙ୍କୁ ଆକ୍ରମଣ ଘଟଣାରେ ୫ଅଭିଯୁକ୍ତ ଗିରଫ

କଟକ: କଣ୍ଟାପଡାରେ ନିର୍‍ତାର ନିର୍ଦ୍ଦେଶକ ଶକ୍ତିପ୍ରସାଦ ଦାଶଙ୍କୁ ଆକ୍ରମଣ ଘଟଣାରେ ସୋମବାର ଓଲଟପୁର ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍‍ତାର କ୍ୟାଣ୍ଟିନ କର୍ମଚାରୀ ଲକ୍ଷ୍ମୀଧର ମଲ୍ଲିକ ସହ ଘଟଣାର ସଂପୃକ୍ତ ଅନ୍ୟ ୪ଜଣଙ୍କୁ ପୁଲିସ ଗିରଫ କରିଛି।ସୂଚନା ଯୋଗ୍ୟ ଗତ ଜୁଲାଇ ୩ତାରିଖରେ ଶକ୍ତିପ୍ରସାଦଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଶକ୍ତିପ୍ରସାଦଙ୍କ ଗାଡିରୁ ଏକ ବନ୍ଧୁକ ଜବତ ହୋଇଥିଲା। ପୁଲିସ ସୂଚନା ମୁତାବକ ନିର୍‍ତାର ନିର୍ଦ୍ଦେଶକ ଶକ୍ତିପ୍ରସାଦ ଦାଶଙ୍କୁ ଧମକେଇବା ପାଇଁ କ୍ୟାଣ୍ଟିନ କର୍ମଚାରୀ ଲକ୍ଷ୍ମୀଧର ମଲ୍ଲିକ ୪ଭଡାଟିଆ ଗୁଣ୍ଡାଙ୍କୁ ୩୫ହଜାର ଟଙ୍କା ଏହି କାମରେ ନିୟୋଜିତ କରିଥିଲା। କୌଣସି ସୂତ୍ରରୁ ଖବର ପାଇଁ ଓଲଟପୁରରୁ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories