Patra electronics

୨ ଡ଼େଙ୍ଗୁ ରୋଗୀ ଚିହ୍ନଟ

ବଲାଙ୍ଗୀର : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଘୁମସୁ ଗାଁରେ ଦୁଇ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବୁଧବାର ଜଣାପଡ଼ିଛି। ଗତ ୨୩ ତାରିଖରେ ସେମାନଙ୍କୁ ବଲାଙ୍ଗୀର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କଣ୍ଟାବାଞ୍ଜି ଅଞ୍ଚଳର ଏକ ପରିବାର ଦାଦନ ଖଟିବାକୁ ଯାଇଥିଲେ, ସେଠାରୁ ଫେରିବା ପରେ ସେମାନେ ଡ଼େଙ୍ଗୁରେ ଆକ୍ରାନ୍ତ ଥିବା ସୂଚନା ମିଳିଛି।

Comments are closed.