www.samajalive.in
Friday, December 12, 2025
16.1 C
Bhubaneswar

ଗ୍ୟାଙ୍ଗଷ୍ଟାର ଟିଟୋ ଘରେ ଚଢଉ ; ୩ ଗିରଫ

ଭୁବନେଶ୍ବର : ବେଆଇନ ବ୍ୟବସାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ଟିଟୋ ଘରେ ଚଢଉ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ସହର ଅନ୍ତର୍ଗତ ଦିଲରପୁର ଠାରେ ଥିବା ତାଙ୍କ ବାସଭବନରେ ଏସ୍‌ଟିଏଫ୍‌ ଟିମ୍‌ ପକ୍ଷରୁ ବୁଧବାର ଭୋର ସମୟରେ ଚଢଉ କରାଯାଇଛି । ଚଢଉ ବେଳେ ଟିଟୋର ଦୁଇ ଜଣ ଭାଇ ଜି ବାବୁ ଓ ଏସକେ ଜିତୁଙ୍କ ସମେତ ଜଣେ ସଂପର୍କୀୟ ଗିରଫ ହୋଇଛନ୍ତି । ପଚରାଉଚୁରା ପାଇଁ ସେମାନଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ହାଜତକୁ ନେଇଛନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇ ୨୮ ତାରିଖରେ ଟିଟୋ ସହ ତାର ୬ ଜଣ ସହଯୋଗୀଙ୍କୁ କ୍ରାଇମବ୍ରାଂଚ ଏସଟିଏଫ ଚଣ୍ଡିଖୋଲରୁ ଗିରଫ କରିଥିଲା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories