www.samajalive.in
Saturday, December 13, 2025
26.1 C
Bhubaneswar

ଆପଣଙ୍କ ପାଦର ଦ୍ବିତୀୟ ଆଙ୍ଗୁଠି ବଡ କି ? ଜାଣନ୍ତୁ ଏହି ସମ୍ବନ୍ଧରେ କିଛି ତଥ୍ୟ

ବ୍ୟକ୍ତିଙ୍କ ଶରୀରର ଗଠନରୁ ଅନେକ ରହସ୍ୟ ସମ୍ବନ୍ଧରେ ଜାଣି ହୋଇଥାଏ ପ୍ରାୟତଃ ବ୍ୟକ୍ତିଙ୍କ ପାଦର ଦ୍ବିତୀୟ ଆଙ୍ଗୁଳି ଅର୍ଥାତ୍ ବୁଢ଼ା ଆଙ୍ଗୁଠି କଡ଼ରେ ଥିବା ଆଙ୍ଗୁଳି ବାକି ଆଙ୍ଗୁଳି ତୁଳନାରେ ବଡ଼ ହୋଇଥାଏ। ଯେଉଁମାନଙ୍କ ଆଙ୍ଗୁଠି ଏପରି ହୋଇଥାଏ ତାଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ..

ଯେଉଁ ବ୍ୟକ୍ତିଙ୍କ ପାଦର ଦ୍ବିତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଥାଆନ୍ତି। ଏମାନେ ଅତ୍ୟନ୍ତ ସହଜ​‌ରେ ଅନ୍ୟ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଆନ୍ତି।

- Advertisement -

ଯେଉଁ ମହିଳାଙ୍କ ପାଦର ଦ୍ବିତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ନିଜ ସ୍ବାମୀଙ୍କୁ ବହୁତ ଭଲ ପାଇଥାଆନ୍ତି। କିନ୍ତୁ ଏମାନେ ନିଜ ଭଲ ପାଇବା ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି ନାହିଁ।

ଏମାନେ ଅତ୍ୟନ୍ତ ଉତ୍ତମ ସ୍ବଭାବର ହୋଇଥାଆନ୍ତି। ଏମାନେ ଖୁବ୍ ଶୀଘ୍ର ରାଗି ଯାଇଥାଆନ୍ତି। ସେମାନେ ରାଗ କାହା ଆଗରେ ପ୍ରକାଶ କରନ୍ତି ନାହିଁ।

ଏମାନଙ୍କ ଜୀବନରେ କେତେକ ସମସ୍ୟା ଥାଏ କିନ୍ତୁ ଏହି ବ୍ୟକ୍ତିମାନେ ନିଜ ଜୀବନରେ ସଫଳ ହୋଇଥାଆନ୍ତି। କଠିନ ପରିଶ୍ରମ କରିବା ଦ୍ବାରା ସେମାନେ ସଫଳତା ହାସଲ କରିଥାଆନ୍ତି।

ଏମାନଙ୍କ ମଧ୍ୟରେ ନେତୃତ୍ବ ନେବାର ଗୁଣ ଥାଏ।

ଏମାନେ ସବୁବେଳେ ଅନ୍ୟର ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଥାଆନ୍ତି।

ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories