www.samajalive.in
Wednesday, December 10, 2025
23.1 C
Bhubaneswar

ଓଡିଶାରୁ ଲୋକସଭାକୁ ଯିବେ ୨୧ ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ନିର୍ବାଚନ ଓ ଭୋଟ ଗଣତି ଶେଷ ହେବ ପରେ ସପ୍ତଦଶ ଲୋକସଭାରେ ପ୍ରତିନିଧିତ୍ବ କରିବା ପାଇଁ ଓଡ଼ିଶାର ଭୋଟର ୨୧ଜଣ ଜନ ପ୍ରତିନଧିଙ୍କୁ ଚୟନ କରିଛନ୍ତି। ୨୧ ଜଣଙ୍କ ମଧ୍ୟରେ ବିଜେଡିର ସର୍ବାଧିକ ୧୨ଜଣ ପ୍ରତିନିଧିତ୍ବ କରୁଥିବା ବେଳେ ବିଜେପିର ୮ ଓ କଂଗ୍ରେସର ଜଣେ ସଦସ୍ୟ ଅଛନ୍ତି। ୨୧ଜଣଙ୍କ ମଧ୍ୟରୁ ପିନାକୀ ମିଶ୍ର, ଜୁଏଲ ଓରାମ ଓ ଭର୍ତ୍ତୃହରି ମହତାବ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଅନୁଭବ ମହାନ୍ତି ଏବଂ ଅଚ୍ୟୁତାନନ୍ଦ ସାମନ୍ତ ରାଜ୍ୟସଭାରେ ସଦସ୍ୟ ଥାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନ

ମଣ୍ଡଳୀ

- Advertisement -

ସଂଖ୍ୟା

ନିର୍ବାଚନ

ମଣ୍ଡଳୀ

ବିଜୟୀ ପ୍ରାର୍ଥୀ ଦଳ ପରାଜିତ ପ୍ରାର୍ଥୀ ଦଳ ଭୋଟ

ବ୍ୟବଧାନ

୦୧ ବରଗଡ ସୁରେଶ ପୂଜାରୀ ବିଜେପି ପ୍ରସନ୍ନ ଆଚାର୍ଯ୍ୟ ବିଜେଡି ୬୩୯୩୯
୦୨ ସୁନ୍ଦରଗଡ ଜୁଏଲ ଓରାମ ବିଜେପି ସୁନିତା ବିଶ୍ୱାଳ ବିଜେଡି ୨୨୩୦୬୫
୦୩ ସମ୍ବଲପୁର ନୀତିଶ ଗଙ୍ଗ ଦେବ ବିଜେପି ନଳିନୀ କାନ୍ତ ପ୍ରଧାନ ବିଜେଡି ୯୧୬୨
୦୪ କେନ୍ଦୁଝର ଚନ୍ଦ୍ରାଣି ମୁର୍ମୁ ବିଜେଡି ଅନନ୍ତ ନାୟକ ବିଜେପି ୬୬୨୦୩
୦୫ ମୟୁରଭଞ୍ଜ ବିଶ୍ୱେଶ୍ୱର ଟୁଡୁ ବିଜେପି ଡଃ.ଦେବାଶିଷ ମାରାଣ୍ଡି ବିଜେଡି ୨୫୨୫୬
୦୬ ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପି ରବୀନ୍ଦ୍ର କୁମାର ଜେନା ବିଜେଡି ୧୨୯୫୬
୦୭ ଭଦ୍ରକ ମଞ୍ଜୁଲତା ମଣ୍ଡଳ ବିଜେଡି ଅଭିମନ୍ୟୁ ସେଠି ବିଜେପି ୨୮୮୦୩
୦୮ ଯାଜପୁର ଶର୍ମିଷ୍ଠା ସେଠି ବିଜେଡି ଅମୀୟ କାନ୍ତ ମଲ୍ଲିକ ବିଜେପି ୧୦୧୬୯୩
୦୯ ଢେଙ୍କାନାଳ ମହେଶ ସାହୁ ବିଜେଡି ରୁଦ୍ର ନାରାୟଣ ପାଣି ବିଜେପି ୩୫୪୧୨
୧୦ ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂ ଦେଓ ବିଜେପି କଳିକେଶ ନାରାୟଣ ସିଂ ଦେଓ ବିଜେଡି ୧୯୫୧୬
୧୧ କଳାହାଣ୍ଡି ବସନ୍ତ କୁମାର ପଣ୍ଡା ବିଜେପି ପୁଷ୍ପେନ୍ଦ୍ର ସିଂ ଦେଓ ବିଜେଡି ୨୬୮୨୪
୧୨ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀ ବିଜେଡି ପ୍ରଦୀପ କୁମାର ମାଝୀ କଂଗ୍ରେସ ୪୧୬୩୪
୧୩ କନ୍ଧମାଳ ଅଚ୍ୟୁତାନନ୍ଦ ସାମନ୍ତ ବିଜେଡି ମହାମେଘବାହନ ଐର ଖାରବେଳ ସ୍ୱାଇଁ ବିଜେପି ୧୪୯୧୧୬
୧୪ କଟକ ଭର୍ତ୍ତୃହରି ମହତାବ ବିଜେଡି ପ୍ରକାଶ ମିଶ୍ର ବିଜେପି ୧୨୧୨୦୧
୧୫ କେନ୍ଦ୍ରାପଡ଼ା ଅନୁଭବ ମହାନ୍ତି ବିଜେଡି ବୈଜୟନ୍ତ ପଣ୍ଡା ବିଜେପି ୧୫୨୫୮୪
୧୬ ଜଗତସିଂହପୁର ରାଜଶ୍ରୀ ମଲ୍ଲିକ ବିଜେଡି ବିଭୁ ପ୍ରସାଦ ତରାଇ ବିଜେପି ୨୭୧୬୫୫
୧୭ ପୁରୀ ପିନାକୀ ମିଶ୍ର ବିଜେଡି ଡଃ. ସମ୍ବିତ ପାତ୍ର ବିଜେପି ୧୧୭୧୪
୧୮ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ବିଜେପି ଅରୂପ ମୋହନ ପଟ୍ଟନାୟକ ବିଜେଡି ୨୩୮୩୯
୧୯ ଆସ୍କା ପ୍ରମିଳା ବିଶୋୟୀ ବିଜେଡି ଅନିତା ଶୁଭଦର୍ଶିନୀ ବିଜେପି ୨୦୪୭୦୭
୨୦ ବ୍ରହ୍ମପୁର ଚନ୍ଦ୍ର ଶେଖର ସାହୁ ବିଜେଡି ଭୃଗୁ ବକ୍ସିପାତ୍ର ବିଜେପି ୯୪୮୪୪
୨୧ କୋରାପୁଟ ସପ୍ତଗିରି ଶଙ୍କର ଉଲାକା କଂଗ୍ରେସ କୌଶଲ୍ୟା ହିକକା ବିଜେଡି ୩୬୧୩

Hot this week

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

Related Articles

Popular Categories