www.samajalive.in
Friday, December 12, 2025
14.1 C
Bhubaneswar

ଖରାଦିନେ ପିଅନ୍ତୁ ଆମ୍ବ ପଣା, ମିଳିବ ଅନେକ ଲାଭ

ଖରାଦିନରେ ଆମେ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ପିଇଥାଉ। ଏହାକୁ ପିଇବା ଦ୍ୱାରା ଆମକୁ ଶାନ୍ତି ଲାଗିଥାଏ। ବିଭିନ୍ନ ପ୍ରକାରର ପାନୀୟ ଆମକୁ ଶାନ୍ତି ଦେବା ବ୍ୟତୀତ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ ଅଟେ। ଆସନ୍ତୁ ଜାଣିବା ସେଭଳି ଏକ ପାନୀୟ ଓ ତା’ର ଉପକାର ଗୁଣ…..
ଆମ୍ବ ପଣା ଖରାରେ ଅନୁଭବ ହେଉଥିବା ଉର୍ଷ୍ଣତାକୁ ଦୂର କରିବାରେ ସାହାଯ୍ୟ କରେ।
ଆମ୍ବ ପଣା ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ।
ଏଥିରେ ଭରପୁର ମାତ୍ରାରେ ଭିଟାମିନ ବି, ସି ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି।
ଖରାଦିନରେ ନିୟମିତ ଏହି ପଣା ପିଇବା ଦ୍ୱାରା ଚକ୍ଷୁ ପାଇଁ ଲାଭଦାୟକ ହେବା ସହ ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
ଏହି ଦିନରେ ଅଧିକ ଝାଳ ବୋହିବା ଦ୍ୱାରା ଶରୀରରୁ ସୋଡ଼ିୟମର ମାତ୍ରା କମିଯାଏ। ଆମ୍ବ ପଣା ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଆମ୍ବ ପଣା ପାଚନ ତନ୍ତ୍ରକୁ ସ୍ୱଚ୍ଛ ଓ ସୁସ୍ଥ ରଖିଥାଏ।
ଖାଦ୍ୟ ଭଲଭାବେ ହଜମ ହୋଇଥାଏ।
ମୁହଁକୁ ସୁନ୍ଦର କରିବା ସହ ମୁହଁର ଦାଗ ମଧ୍ୟ ଦୂର କରିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories