www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ ବୃହସ୍ପତିଙ୍କ କୁପ୍ରଭାବରେ ସୃଷ୍ଟି ହେଉଥିବା ସମସ୍ୟା ଓ କିପରି କରିବେ ପୂଜାର୍ଚ୍ଚନା

ନବଗ୍ରହଙ୍କ ମଧ୍ୟରେ ବୃହସ୍ପତିଙ୍କୁ ଗୁରୁ ଗ୍ରହ ବୋଲି କୁହାଯାଏ। ହଳଦିଆ ରଙ୍ଗ, ସ୍ୱର୍ଣ୍ଣ, ଆଇନ, ଧର୍ମ, ଜ୍ଞାନ, ମନ୍ତ୍ର, ଶରୀରର ପାଚନ ତନ୍ତ୍ର, ମୋଟାପଣ, ଆୟୁ ଆଦିକୁ ବୃହସ୍ପତି ନିୟନ୍ତ୍ରିତ କରିଥାଆନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କନ୍ୟା ମାନଙ୍କର ବିବାହ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବୃହସ୍ପତିଙ୍କ ସହ ଜଡ଼ିତ। ଜାଣନ୍ତୁ ବୃହସ୍ପତିଙ୍କ କୁପ୍ରଭାବରେ ସୃଷ୍ଟି ହେଉଥିବା ସମସ୍ୟା ଓ କିପରି କରିବେ ପୂଜାର୍ଚ୍ଚନା….
ବୃହସ୍ପତି ଦୁର୍ବଳ ହେବା ଦ୍ୱାରା ବ୍ୟକ୍ତିଙ୍କ ସଂସ୍କାର ଦୁର୍ବଳ ହୋଇଥାଏ।
ବିଦ୍ୟା ଓ ଧନ ପ୍ରାପ୍ତିରେ ବାଧା ସୃଷ୍ଟି ହେବା ସହ ସଫଳତା ପ୍ରାପ୍ତିରେ ସମସ୍ୟା ହୋଇଥାଏ।
ବ୍ୟକ୍ତିଙ୍କ ପାଚନ ତନ୍ତ୍ର , ଯକୃତ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
କିପରି କରିବେ ବୃହସ୍ପତିଙ୍କ ଆରାଧାନା –
ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ ପ୍ରାତଃ ସମୟରେ ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରନ୍ତୁ।
ବୃହସ୍ପତିଙ୍କ ଫଟୋ କିମ୍ବା କଦଳୀ ବୃକ୍ଷ ସମ୍ମୁଖରେ ବସନ୍ତୁ।
ଦୀପ, ଧୂପ ଲଗାଇବା ସହ ଗୁଡ଼ ଓ ଚଣାର ଭୋଗ କରନ୍ତୁ।
ଏହାପରେ ବୃହସ୍ପତିଙ୍କ ମନ୍ତ୍ରର ଜପ କରନ୍ତୁ।
ରୁଦ୍ରାକ୍ଷ ମାଳା କିମ୍ବା ହଳଦୀ ସହ ମନ୍ତ୍ରର ଜପ କରନ୍ତୁ।
ଗୁରୁବାର ଦିନ ହଳଦିଆ ରଙ୍ଗର ଖାଦ୍ୟ ଖାଆନ୍ତୁ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories