www.samajalive.in
Saturday, December 13, 2025
26.1 C
Bhubaneswar

ଆପଣଙ୍କୁ ମାଛମୁଣ୍ଡ ଖାଇବା ପସନ୍ଦ କି ? ଜାଣନ୍ତୁ ଏହାର ଲାଭ

ବହୁ ଲୋକେ ମାଛ ଖାଇବାକୁ ଖୁବ ପସନ୍ଦ କରିଥାଆନ୍ତି। କିଛି ଲୋକେ ସ୍ୱାଦ ତ କିଛି ଲୋକେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାକୁ ଖାଇ ଥାଆନ୍ତି। ମାଛ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ମାତ୍ର ମାଛ ମୁଣ୍ଡ ଖାଇଲେ ଏହାର ବହୁ ଉପକାରୀ ଗୁଣ ରହିଛି। ତାହା ହୁଏତ ସଭିଏଁ ଜାଣିନଥିବେ। ଆସନ୍ତୁ ଜାଣିବା ମାଛ ମୁଣ୍ଡ ଖାଇଲେ କ’ଣ ଉପକାର ମିଳେ….
ମାଛ ମୁଣ୍ଡ ଖାଇବା ଦ୍ୱାରା ଚକ୍ଷୁ ଜନିତ ସମସ୍ୟା ଦୂର ହୋଇଥାଏ। ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
ଏହାକୁ ଖାଇଲେ ବିଭିନ୍ନ ରୋଗ ଦୂର ହୁଏ।
ଆଖି ଆଖି ଲାଲ ହେବା, ଆଖିର ଜଳାପୋଡ଼ା ସମସ୍ୟା ଦୂର ହୁଏ।
ବହୁ ଲୋକଙ୍କ ଆଖିରୁ ପାଣି ବାହାରିଥାଏ। ସେମାନେ ମାଛ ମୁଣ୍ଡ ଖାଇଲେ ତାଙ୍କର ଏହି ସମସ୍ୟା ଦୂର ହୁଏ।
ମାଛ ମୁଣ୍ଡ ଖାଇଲେ କେଶ ଛଡ଼ିବା ବନ୍ଦ ହୋଇଥାଏ।
କେଶ ଘନ ଓ କଳା ହୋଇଥାଏ।
ମାଛମୁଣ୍ଡ ଖାଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।
ଚର୍ମର ଶୁଷ୍କତା ଦୂର ହୋଇଥାଏ।
ହାଡ଼ ଶକ୍ତ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories