www.samajalive.in
Saturday, December 13, 2025
14.1 C
Bhubaneswar

୧୪ଦିନ ପାଇଁ ହାଜତକୁ ଗଲେ ରୋହିତଙ୍କ ପତ୍ନୀ ଅପୂର୍ବା

ନୂଆଦିଲ୍ଲୀ : ସ୍ବାମୀ ରୋହିତ ଶେଖରଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପତ୍ନୀ ଅପୂର୍ବା ଶୁକ୍ଳାଙ୍କୁ ସ୍ଥାନୀୟ ଅଦାଲତ ଶୁକ୍ରବାର ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ପୁଲିସ ତାଙ୍କୁ ଆଉ ଜେରା କରିବାର ଆବଶ୍ୟକତା ନଥିବାରୁ ଅପୂର୍ବାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଦିବଂଗତ କଂଗ୍ରେସ ନେତା ଏନଡି ତିୱାରିଙ୍କ ପୁଅ ରୋହିତଙ୍କ ହତ୍ୟା ଅଭିଯୋଗରେ ଏପ୍ରିଲ ୨୬ରେ ଅପୂର୍ବାଙ୍କୁ ଗିରଫ କରାଯାଇଥିଲା। ବୈବାହିକ କହଳକୁ ନେଇ ଅପୂର୍ବା ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Hot this week

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

Related Articles

Popular Categories