ଫୁଲବାଣୀ : କନ୍ଧକାଳ ଜିଲା ଗୋଛାପଡ଼ା ଥାନା ବାରାଲା ଗ୍ରାମ ନିକଟରେ ବୁଧବାର ମାଓବାଦୀଙ୍କ ଗୁଳିମାଡ଼ରେ ଜଣେ ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ପୋଲିଂ ସୁପରଭାଇଜରଙ୍କ ନାମ ସଂଯୁକ୍ତା ଦିଗାଲ। ଲ୍ୟାଣ୍ଡମାଇନ୍ ଥିବା ସନ୍ଦେହରେ ଗାଡ଼ି ରଖି ଠିଆ ହୋଇଥିବା ବେଳେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
Popular Categories



