ନୂଆପଡା : ନୂଆପଡା ଜିଲା ଲଖନା ଥାନା ପୁଟକେଲପଡା ଗ୍ରାମ ନିକଟ ଜଙ୍ଗଲରୁ ଶନିବାର ନିଖୋଜ ଥିବା ୨ଯୁବତୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ଏପର୍ଯ୍ୟନ୍ତ ୨ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାବଳେ ଏନେଇ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି।
ସୂଚନା ମୁତାବକ, ଗତ ୧୧ତାରିଖରୁ ଦୁଇ ଯୁବତୀ ନିକଟ ଗ୍ରାମର ସପ୍ତାହିକ ବଜାରକୁ ଆସି ଆଉ ଘରକୁ ଫେରିନଥିଲେ।
ଜଙ୍ଗଲରୁ ୨ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Popular Categories



