www.samajalive.in
Saturday, December 6, 2025
15.1 C
Bhubaneswar

ରକ୍ତ ଅଭାବ ଦୂର କରେ ବିଟ୍

ରକ୍ତର ଅଭାବ ଦୂର କରିବା ପାଇଁ ସବୁଠାରୁ ଉତ୍ତମ ଖାଦ୍ୟ ହେଉଛି ବିଟ୍। ଏହାକୁ ଅଧିକ ଲୋକ ଖାଇ ଥାଆନ୍ତି। ବିଟ୍‌ରେ ଭରପୂର ମାତ୍ରାରେ ଆଇରନ ରହିଛି। ଏହାସ ପୋଟାସିୟମ, ଫଲିକ ଏସିଡ ଓ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ ରହିଛି। ବିଟ୍‌ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ବିଟ୍‌ରେ ଅଧିକ ପରିମାଣରେ ଫାଇବର ଗୁଣ ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହାସହ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ।

- Advertisement -

ବିଟ୍‌ରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବା ବେଳେ କ୍ୟାଲୋରୀ କମ୍‌ ମାତ୍ରାରେ ରହିଛି। ଏହା ଓଜନ  ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ।

ବିଟ୍‌କୁ ନିୟମିତ ଖାଇବା ଦ୍ବାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ। ଏହାସହ ଥକ୍କାପଣ ଦୂର ହୋଇଥାଏ। ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ।

ବିଟ୍‌ରେ ଫାଇବର ଥିବାରୁ ଏହା ହୃଦୟ ରୋଗ ଠାରୁ ଦୂରେଇ ରଖିଥାଏ।

ବିଟ୍‌ରେ ଆଇରନ, ଭିଟାମିନ ଓ ମିନେରାଲ୍ସ ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ବାରା ରକ୍ତ ବୃଦ୍ଧି ହେବା ସହ ସଫା ହୋଇଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories