www.samajalive.in
Friday, December 12, 2025
16.1 C
Bhubaneswar

ଦୂତାବାସ କର୍ମଚାରୀଙ୍କୁ ନିର୍ଯାତନା ଦେଇ ପାକିସ୍ତାନ ନିକଟରେ ଭାରତର ଦୃଢ ପ୍ରତିବାଦ

ନୂଆଦିଲ୍ଲୀ : ଭାରତୀୟ ଉଚ୍ଚାୟୁକ୍ତ (ଦୂତାବାସ) କର୍ମଚାରୀଙ୍କୁ ପାକିସ୍ତାନ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଛି। ମାର୍ଚ୍ଚ ୮ରୁ ୧୧ ତାରିଖ ମଧ୍ୟରେ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଭାରତ ସରକାର ପାକିସ୍ତାନ ନିକଟରେ ଦୃଢ ପ୍ରତିବାଦ ଜଣାଇଛି। ଅଭିଯୋଗର ତୁରନ୍ତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ଦାବି କରିଛି। ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୯ ଓ ୧୦ ତାରିଖରେ ଭାରତ ଉପଉଚ୍ଚାୟୁକ୍ତଙ୍କୁ ପାକିସ୍ତାନ ସୁରକ୍ଷା କର୍ମୀ ପିଛା କରିଥିଲେ। ସେହିପରି ଦୂତାବାସରେ ଥିବା ନୌସେନା ପରାମର୍ଶଦାତାଙ୍କୁ ମାର୍ଚ୍ଚ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ସୁରକ୍ଷାକର୍ମୀ ପିଛା କରିଥିଲେ। ପାକିସ୍ତାନର ଦୁଇଜଣ ସୁରକ୍ଷାକର୍ମୀ ଦୈନିକ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପିଛା କରିଚାଲିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories