BJD Bijuli 480×75 Mob

ଫସଲ ସହ ଘରର ପାଚେରୀ ଭାଙ୍ଗିଲେ ହାତୀପଲ

BJD Bijuli 480×75 Mob
0

ଖୋର୍ଦ୍ଧା : ବେଗୁନିଆ ବ୍ଲକ ଗୋଡା ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଗ୍ରାମରେ ପଶି ଫସଲ ନଷ୍ଟ କରିବା ସହ ଜଣଙ୍କ ଘରର ପାଚେରୀ ଭାଙ୍ଗି ଦେଇଥିବା ଜଣାପଡିଛି। ହାତୀପଲଙ୍କୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ରହିଥିବାର ଜଣାପଡିଛି। ଲୋକମାନେ ସୋମବାର ସକାଳେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଆୟତ୍ତ କରିବାରେ ଲାଗିଛନ୍ତି।

Leave A Reply