www.samajalive.in
Friday, December 12, 2025
26.1 C
Bhubaneswar

କୃଷି ଫସଲ ଉଦ୍ଭାବନକାରୀମାନଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜୁରାଟର ଗାନ୍ଧୀନଗର ନିକଟସ୍ଥ ଗ୍ରାମଭାରତୀଠାରେ ଜାତୀୟ ମୂଳସ୍ତର ଉଦ୍ଭାବନକାରୀମାନଙ୍କୁ ପୁରସ୍କୃତ କରିଛନ୍ତି। ଉତ୍ତରପ୍ରଦେଶର ପ୍ରକାଶ ସିଂ ରଘୁବଂଶୀଙ୍କୁ ନୂଆ କିସମର କୃଷି ଫସଲ ଉଦ୍ଭାବନ କରିଥିବାରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନୀତ କରାଯାଇଛି। ପଶୁ ଚିକିତ୍ସା, ଚେରମୂଳି ଚିକିତ୍ସା ଓ କକ୍‍ସୀ ଡାଓସିସ୍‍ ଚିକିତ୍ସା ପାଇଁ ପ୍ରଥମ ପୁରସ୍କାର, ତାମିଲନାଡୁର ସଲେମ୍‍ ଜିଲ୍ଲାର ପେରିଆସାମୀ ରାମାସାମୀଙ୍କୁ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଉଦ୍ଭାବନ ଓ ଉଦ୍ୟୋଗପତି ପ୍ରତିଭା ବିକାଶ ଉତ୍ସବ ପ୍ରଦର୍ଶନୀକୁ ମଧ୍ୟ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଉଦ୍‍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଏହି କାର୍ଯ୍ୟକ୍ରମ ଗୁଜୁରାଟରେ ଆୟୋଜନ କରାଯାଇଛି କାରଣ ଗୁଜୁରାଟ ହେଉଛି, ଉଦ୍ଭାବନକାରୀ ଓ ଉଦ୍ୟୋଗପତିମାନଙ୍କର ଭୂମି ଓ ଦେଶ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories