www.samajalive.in
Friday, December 12, 2025
26.1 C
Bhubaneswar

ମାର୍ଚ୍ଚ ୧୯ରେ ବଜାରକୁ ଆସିବ ଜିଓମିର ସବୁଠାରୁ ଶସ୍ତା ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମି ତାର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ଆଣ୍ଡ୍ରଏଡ ଗୋର ମାର୍ଚ୍ଚ ୧୯ରେ ବଜାର ପ୍ରବେଶ କରିବ। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଫାନକୁ ଲଞ୍ଚ କରାଯିବ। ତେବେ ଆସନ୍ତୁ ଏହାର ବିଶେଷତ୍ୱ ବିଷୟରେ ଜାଣିବା।

courtesy-times now

ଜିଓମିର ରେଡମି ଗୋରେ ୫ଇଞ୍ଚର ଏଚଡି ଡିସପ୍ଲେ ମିଳିବ। ଏହା ବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୪୨୫ପ୍ରୋସେସର ମିଳିବ। ଏଥିରେ ଗ୍ରାଫ୍ଖିକ୍ସ ପାଇଁ ୩୦୮ଜିପିୟୁ ମିଳିବ। ଫୋନରେ ୧ଜିବି ରାମ ଏବଂ ୮ଜିବି ଷେ୍‍ଟାରେଜ ମିଳିବ। ଯାହାକୁ ମୋମାରୀ କାର୍ଡ ସାହାର୍ଯ୍ୟରେ ବଢାଇପାରିବେ। ଏହାବ୍ୟତୀତ ଫୋନରେ ଡୁଆଲ ସିମ ସପୋର୍ଟ, ମାଇକ୍ରୋ ୟୁଏସବି ପୋର୍ଟ, ୱାଇ-ଫାଇ, ବ୍ଲୁଟୁଥ ୪.୨ ଏବଂ ୪ଜି ଏଲଟିଇର ସୋପର୍ଟ ମିଳିବ।

- Advertisement -
courtesy-techzenyz

ଏହାର କ୍ୟାମେରା ବିଷୟରେ କହିଲେ ଏଥିରେ ୮ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୫ମେଗାପିକ୍ସେଲର ଆଗପଟ କ୍ୟାମେରା ମିଳିବ। ରିୟର କ୍ୟାମେରା ସହିତ ଲଇଡି ଫ୍ଲାସଲାଇଟ ମଧ୍ୟ ମିଳିବ। ଏହି ଫୋନଟି କଳା ଏବଂ ନୀଳ ରଙ୍ଗରେ ଉପଲବ୍ଧ ରହିଛି। ଭାରତରେ ହାର ମୂଲ୍ୟ ୬ହଜାର ଟଙ୍କା। ଏଥିରେ ୩ହଜାର ମ୍‍ଏଚର ବ୍ୟାଟେରୀ ରହିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories